ଏସିଆନ୍‌ ଗେମ୍ସ: ଇତିହାସ ରଚିଲେ ସିନ୍ଧୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଏସିଆନ୍‌ ଗେମ୍ସ: ଇତିହାସ ରଚିଲେ ସିନ୍ଧୁ

sindhu

ଜାକର୍ତ୍ତା: ଏସିଆନ୍‌ ଗେମ୍ସ ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି ପିଭି ସିନ୍ଧୁ। ସେମିଫାଇନାଲ୍‌ରେ ଜାପାନ୍‌ର ଆକାନେ ୟାମାଗୁଚିଙ୍କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏହାସହ ସିନ୍ଧୁ ଇତିହାସ ରଚିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ସେ ଏସିଆନ୍‌ ଗେମ୍ସରେ ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍‌ ଫାଇନାଲ୍‌ରେ ପହଞ୍ଚିଛନ୍ତି।

ଏହାପୂର୍ବରୁ ଅନ୍ୟ ଏକ ସେମିଫାଇନାଲ୍‌ରେ ଭାରତର ସାଇନା ନେହୱାଲ ହାରି ଯାଇଥିଲେ। ସେ ଚୀନ୍‌ ତାଇପେଇର ତାଇ ଜୁ ୟିଙ୍ଗଙ୍କଠାରୁ ସାଧାସଳଖ ସେଟ୍‌ ୨୧-୧୭, ୨୧-୧୪ରେ ପରାସ୍ତ ହୋଇଥିଲେ। ଏହାସହ ସେ ବ୍ରୋଞ୍ଜ ପଦକ ପାଇଛନ୍ତି।



from Odisha Reporter https://ift.tt/2PAFeWR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages