ଯେବେ ମୃତ୍ୟୁକୁ ନେଇ ବାଜପେୟୀ ଲେଖିଥିଲେ ମୌତ୍‌ ସେ ଠନ୍‌ ଗଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ଯେବେ ମୃତ୍ୟୁକୁ ନେଇ ବାଜପେୟୀ ଲେଖିଥିଲେ ମୌତ୍‌ ସେ ଠନ୍‌ ଗଇ…

ହାର୍‌ ନହିଁ ମାନୁଙ୍ଗା, ରାର୍ ନହିଁ ଠାନୁଙ୍ଗା

କାଲ୍‌ କେ କପାଲ ପର୍‌, ଲିଖ୍‌ତା ମିଟାତା ହୁଁ…

ଗୀତ ନୟା ଗାତା ହୁଁ ,ଗୀତ ନୟା ଗାତା ହୁଁ

ଗୀତ ନୟା ଗାତା ହୁଁ…

ଦିନେ ଏମିତି ଏକ ମର୍ମସ୍ପର୍ଷୀ କବିତା ଲେଖି ଦେଶବାସୀଙ୍କୁ ଚମତ୍କୃତ କରିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ହାରିବା ଜାଣି ନଥିବା ବାଜପେୟୀଙ୍କ ଏହି କବିତା ବେଶ ହୃଦୟସ୍ପର୍ଶୀ। ଏବେ ସେ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ଥିବା ଜାଣି ଆଜି ସମସ୍ତେ ତାଙ୍କ ପାଇଁ ଉଦ୍‌ବିଗ୍ନ।  ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଦିଲ୍ଲୀ ଏମ୍‌ସରେ ଲାଇଫ୍‌ ସପୋର୍ଟ ସିଷ୍ଟମରେ ରଖାଯାଇଛି।

ଏମ୍‌ସ ପକ୍ଷରୁ ଜାରି ହୋଇଥିବା ଏକ ବୁଲେଟିନ୍‌ରେ ଗତ ୨୪ ଘଣ୍ଟା ମଧ୍ୟରେ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଛି ବୋଲି କୁହାଯାଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବହୁ ନେତା ମେଡିକାଲ୍ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ବୟସାଧିକ ହେତୁ ବାଜପେୟୀ ଦୀର୍ଘ ଦିନଧରି ଛାତି ଯାନ୍ତ୍ରଣା, ମୂତ୍ରନଳୀ ସଂକ୍ରମଣ ଓ  କିଡ୍‌ନୀ ସଂକ୍ରମଣ ରୋଗ ସହ ଜୁଝି ଆସୁଛନ୍ତି।

ତାଙ୍କ ଆରୋଗ୍ୟ କାମନା କରି ଆଜି ଦେଶ ବ୍ୟାପୀ ପୂଜାର୍ଚ୍ଚନା ହେଉଛି। ଏହା ପୂର୍ବରୁ  ବାଜପେୟୀ ଯେତେବେଳେ କିଡନୀ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ ସେତେବେଳେ ମୃତ୍ୟୁ ନେଇ ଏକ ମାର୍ମିକ କବିତା ଲେଖିଥିଲେ।  ଆଉ ସେହି କବିତାଟା ହେଉଛି

ମୌତ୍‌ ସେ ଠନ୍‌ ଗଇ

ଠନ୍‌ ଗଇ!

ମୌତ୍‌ ସେ ଠନ୍‌ ଗଇ!

ତାଙ୍କ ଦ୍ୱାରା ହିନ୍ଦୀରେ ରଚିତ କବିତାଟିକୁ ନିମ୍ନରେ ଦିଆଯାଇଛି।

गई! 
मौत से ठन गई! 

जूझने का मेरा इरादा था

मोड़ पर मिलेंगे इसका वादा था

रास्ता रोक कर वह खड़ी हो गई
यूं लगा जिंदगी से बड़ी हो गई 

मौत की उमर क्या है? दो पल भी नहीं
जिंदगी सिलसिला, आज कल की नहीं 

मैं जी भर जिया, मैं मन से मरूं
लौटकर आऊंगा, कूच से क्यों डरूं

तू दबे पांव, चोरीछिपे से
सामने वार कर फिर मुझे आजमा 

मौत से बेखबर, जिंदगी का सफ़र
शाम हर सुरमई, रात बंसी का स्वर 

बात ऐसी नहीं कि कोई ग़म ही नहीं
दर्द अपनेपराए कुछ कम भी नहीं 

प्यार इतना परायों से मुझको मिला
अपनों से बाक़ी हैं कोई गिला 

हर चुनौती से दो हाथ मैंने किए
आंधियों में जलाए हैं बुझते दिए 

आज झकझोरता तेज़ तूफ़ान है
नाव भंवरों की बांहों में मेहमान है 

पार पाने का क़ायम मगर हौसला
देख तेवर तूफ़ां का, तेवरी तन गई 

मौत से ठन गई



from OdishaReporter https://ift.tt/2vKFOZS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages