ଶ୍ରାବଣ ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଶ୍ରାବଣ ତୃତୀୟ ସୋମବାର: ମହାଦେବଙ୍କୁ ଜଳଲାଗି କରୁଛନ୍ତି ଭକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ମାସର ତୃତୀୟ ସୋମବାର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ବଡି ଭୋରରୁ ବୋଲବମ୍ ଭକ୍ତମାନେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳ ଲାଗି କରୁଛନ୍ତି। କିଏ ଲିଙ୍ଗରାଜ ତ କିଏ ଲୋକନାଥ, ପୁଣି କିଏ କପିଳାସ ତ କିଏ ଧବଳେଶ୍ୱର ଯାଇ ମହାଦେବଙ୍କୁ ଜଳଲାଗି କରୁଛନ୍ତି।

ରାଜ୍ୟର ସବୁ ଶୈବପୀଠରେ କାଉଡିଆଙ୍କ ଲମ୍ବା ଧାଡ଼ି ଲାଗିଛି। ଶ୍ରାବଣ ମାସର ସୋମବାରରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।



from OdishaReporter https://ift.tt/2nwQqHd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages