
ନୂଆଦିଲ୍ଲୀ: ଏନ୍ଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଏହି ଘୋଷଣା କରିଛନ୍ତି।
ଜେଡିୟୁର ହରିବଂଶଙ୍କୁ ୧୨୫ଟି ଭୋଟ୍ ମିଳିଥିଲା। ସେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ବି.କେ ହରିପ୍ରସାଦଙ୍କୁ ୨୦ଟି ଭୋଟ୍ରେ ହରାଇଛନ୍ତି। ବି.କେ ହରିପ୍ରସାଦଙ୍କୁ ୧୦୫ଟି ଭୋଟ୍ ମିଳିଥିଲା।
ହରିବଂଶଙ୍କୁ ଜିତିବା ପାଇଁ ୧୧୯ଟି ଭୋଟ୍ ଦରକାର ଥିଲା। ଘୋଷଣା ଅନୁଯାୟୀ ହରିବଂଶଙ୍କ ସପକ୍ଷରେ ଭୋଟ ଦେଲା ବିଜୁ ଜନତା ଦଳ।
from OdishaReporter https://ift.tt/2KDHvNg
No comments:
Post a Comment