ଚର୍ଚ୍ଚ ଗଲେ ଗଣେଶ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ଚର୍ଚ୍ଚ ଗଲେ ଗଣେଶ, ଦେଖନ୍ତୁ ଭିଡିଓ

ganesh10

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ସ୍ପେନ୍‌ର ବାର୍ସେଲୋନାରେ ବସବାସ କରୁଥିବା ହିନ୍ଦୁମାନେ ଗଣେଶ ଚତୁର୍ଥୀ ଶୋଭାଯାତ୍ରା ପାଇଁ ସ୍ଥାନୀୟ ପ୍ରଶାସନ ପାଖରୁ ଅନୁମତି ମାଗିଥିଲେ। ତେବେ ଏଥିପାଇଁ ସେମାନଙ୍କୁ ଶୋଭାଯାତ୍ରା ରାସ୍ତାରେ ପଡୁଥିବା ଦୁଇଟି ଚର୍ଚ୍ଚର ଅନୁମତି ଆଣିବାକୁ କୁହାଯାଇଥିଲା। ଦୁଇଟି ଯାକ ଚର୍ଚ୍ଚ ଏକ ସର୍ତ୍ତ ରଖି ସେମାନଙ୍କୁ ଅନୁମତି ଦେଇଥିଲେ।

ସେମାନେ ସର୍ତ୍ତ ରଖିଥିଲେ ଯେ ଭଗବାନ ଗଣେଶଙ୍କୁ ଉକ୍ତ ରାସ୍ତାରେ ଶୋଭାଯାତ୍ରାରେ ନେଲା ବେଳେ ଚର୍ଚ୍ଚ ଭିତରକୁ ଅଣାଯିବ। ହିନ୍ଦୁମାନେ ଏହି ସର୍ତ୍ତରେ ରାଜି ହୋଇଥିଲେ। ଭଗବାନ ଗଣେଶ ଚର୍ଚ୍ଚ ଭିତରକୁ ଯାଇଥିଲେ। ଖ୍ରୀଷ୍ଟିଆନ୍‌ଙ୍କ ତରଫରୁ ସାଦରେ ସ୍ୱାଗତ କରାଯାଇଥିଲା। ତା’ସହିତ ଚର୍ଚ୍ଚ ପକ୍ଷରୁ ଏକ ଭୋଜିର ମଧ୍ୟ ଆୟୋଜନ କରାଯାଇଥିଲା।

ସମାଜସେବୀ ଅନୀଲ ଧୀର ତାଙ୍କ ଫେସ୍‌ବୁକ୍ ଏକାଉଣ୍ଟରେ ଏହି ସୂଚନା ଦେବା ସହିତ ଭିଡିଓଟିକୁ ପୋଷ୍ଟ୍ କରିଛନ୍ତି। ତେବେ ଭିଡିଓଟି କେବର ସେ ନେଇ କିଛି ଉଲ୍ଲେଖ କରି ନାହାନ୍ତି।

ଭିଡିଓଟିକୁ ଦେଖନ୍ତୁ: 



from OdishaReporter https://ift.tt/2vvQM5n

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages