
ଯାଜପୁର(ଗୁଲାମ ଗଜ): ଯାଜପୁର ଉପକାରାଗାରର ପାଚେରି ଭୁଶୁଡ଼ି ପଡ଼ିଛି।
ଲଗାଣ ବର୍ଷା ଯୋଗୁ ଉପକାରାଗାର ବାହାର ପାଚେରି ଗତକାଲି ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଛି।
ଦୁର୍ଘଟଣାରୁ କଏଦୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କେହି କଏଦୀ ଆହତ ହୋଇ ନ ଥିବା ଜଣାପଡ଼ିଛି।
ଭୁଶୁଡ଼ି ପଡ଼ିଥିବା ପାଚେରିଟି ବହୁ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2wxEmdL
No comments:
Post a Comment