ଜନ୍ମାଷ୍ଟମୀରେ ଶେଷ ହେବ ଏହି ୪ ରାଶିଙ୍କ ଖରାପ ସମୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ଜନ୍ମାଷ୍ଟମୀରେ ଶେଷ ହେବ ଏହି ୪ ରାଶିଙ୍କ ଖରାପ ସମୟ

astro

ଆସନ୍ତା ରବିବାର ଜନ୍ମାଷ୍ଟମୀ। ସାରାଦେଶରେ ଏହି ଉତ୍ସବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯିବ। ତେବେ ଏହି ଜନ୍ମାଷ୍ଟମୀ ଅବସରରେ ୪ଟି ରାଶିର ବ୍ୟକ୍ତିଙ୍କ ଖରାପ ସମୟ ଶେଷ ହେବ। ଏହାସହିତ ସେମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହେବ। ଆସନ୍ତୁ ଜାଣିବା ଏହି ୪ ରାଶିଙ୍କ ବିଷୟରେ।

ତୁଳା: ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଭଲ ରହିବ। କ୍ୟାରିଅର୍‌ରେ ଉନ୍ନତି କରିବେ। ମନୋରଞ୍ଜନ କାର୍ଯ୍ୟରେ ଯୋଗ ଦେବେ। ବ୍ୟବସାୟ କ୍ଷେତ୍ରରେ ବନ୍ଧୁଙ୍କ ସହଯୋଗ ମିଳିବ।

ଧନୁ: ପ୍ରେମ ସମ୍ପର୍କକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ହେବ। ଜୀବନସାଥୀଙ୍କଠାରୁ ସହଯୋଗ ପାଇବେ। ଅବିବାହିତ ବ୍ୟକ୍ତିଙ୍କୁ ଶୁଭ ଖବର ମିଳିବ।

କୁମ୍ଭ:କାର୍ଯ୍ୟରେ ସଫଳତା ପାଇବେ। ଖୁସିରେ ରହିବେ। ଖର୍ଚ୍ଚ ବଢ଼ିବ। ତେଣୁ ସେଥିପ୍ରତି ସଜାଗ ରୁହନ୍ତୁ। ମହିଳାମାନଙ୍କ ଉନ୍ନତି ହେବ। ମାଆଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତୁ।

ମେଷ: ପରିବାରରେ ହସ ଖୁସିର ବାତାବରଣ ରହିବ। ଆପଣଙ୍କ ପ୍ରତିଟି କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ। ନୂତନ ଚାକିରିରେ ଯୋଗ ଦେଇ ପାରନ୍ତି। ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ  ସଫଳତା ପାଇବେ।



from Odisha Reporter https://ift.tt/2Pr9cMa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages