ବିଛା ଦେଖିଲେ ମାରିଦେଉଛନ୍ତି କି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ବିଛା ଦେଖିଲେ ମାରିଦେଉଛନ୍ତି କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷା ଦିନେ ଘରେ ବିଭିନ୍ନ ପ୍ରକାରର ଜୀବଜନ୍ତୁ ଦେଖାଦିଅନ୍ତି। ସେଥିରୁ କିଛି ବିଶାକ୍ତ ଜନ୍ତୁ ମଧ୍ୟ ଦେଖିବାକୁ ମିଳେ। ଯେମିତିକି ବିଛା। କଳା ବିଛା, ନାଲି ବିଛା, ଛୋଟ ବିଛା, ବଡ ବିଛା ଏମିତି ଅନେକ ପ୍ରକାରର ବିଛା ଦେଖାଦିଅନ୍ତି। ଏସବୁ ଜନ୍ତୁ ବିଷାକ୍ତ ହୋଇଥିବାରୁ ଘରେ ବିଛା ଦେଖିଲେ ଆମେ ତାକୁ ମାରିଦେଉ। ହେଲେ ଏପରି କରିବା ଅନୁଚିତ। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ବିଛା ତା ବାପା ମାଆଙ୍କର ଗୋଟିଏ ସନ୍ତାନ ହୋଇଥାଏ। ବିଛାଟିଏ ମାରିଦେଲେ ଗୋଟେ ବଂଶ ବୁଡ଼ିଗଲା ବୋଲି ଜାଣନ୍ତୁ। ତେଣୁ ବିଛା ମାରିବା ଦ୍ୱାରା ପାପ ଲାଗିଥାଏ ବୋଲି ବିଶ୍ୱାସ ରହିଛି।

Scarpionଯଦି ଯାତ୍ରା କରିବା ସମୟରେ ବିଛା ଦେଖନ୍ତି, ତେବେ ଏହା ଶୁଭ। ଘରେ ଯଦି ବିଛା ବାହାରିଲା ତେବେ ଜାଣିବେ ୮ ଦିନ ଭିତରେ ମନବାଞ୍ଛା ପୂର୍ଣ୍ଣ ହେବାକୁ ଯାଉଛି। ତେଣୁ ବିଛା ଦେଖିଲେ, କେବେ ମାରନ୍ତୁ ନାହିଁ। ପାରିବେ ଯଦି ତାକୁ ଘଉଡେଇ ଦିଅନ୍ତୁ।



from OdishaReporter https://ift.tt/2Mde9uR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages