
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକଙ୍କଠାରେ ବିଭିନ୍ନ ପ୍ରକାର ଚର୍ମ ରୋଗ ଦେଖାଯାଏ। କିଛି କିଛି ଚର୍ମ ରୋଗ ଅଛି ଯେଉଁଗୁଡ଼ିକ ଔଷଧ ଖାଇଲେ ଭଲ ହୋଇଯାଏ, କିନ୍ତୁ କିଛି ଦିନ ପରେ ପୁଣି ଦେଖାଯାଏ।
ଶାସ୍ତ୍ରବିତ୍ଙ୍କ କହିବା ଅନୁଯାୟୀ, ଯଦି ଆପଣଙ୍କର ସେମିତି କିଛି ସମସ୍ୟା ରହିଛି ତେବେ ପ୍ରତି ମଙ୍ଗଳବାର ଦିନ ଗାଧେଇସାରି ମାଟିରେ ମୁଣ୍ଡ ଲଗାଇ ମୁଣ୍ଡିଆ ମାରନ୍ତୁ। ଏମିତି ୭ଟି ମଙ୍ଗଳବାର କରନ୍ତୁ, ଦେଖିବେ ଚର୍ମ ରୋଗ ଭଲ ହୋଇଯିବ। କାରଣ ମଙ୍ଗଳଙ୍କ ପାଇଁ ଚର୍ମ ରୋଗ ହୋଇଥାଏ। ମଙ୍ଗଳ ହେଉଛନ୍ତି ଭୂମି ପୁତ୍ର। ତେଣୁ ଭୂମିରେ ମୁଣ୍ଡ ଲଗାଇ ମଙ୍ଗଳବାର ଦିନ ମୁଣ୍ଡିଆ ମାରିଲେ ଚର୍ମ ରୋଗ ଭଲ ହୋଇଯାଏ।
………………………………………………………………………………………………….
from Odisha Reporter https://ift.tt/2MAx4yZ
No comments:
Post a Comment