
ଲମତାପୁଟ୍ (ଜଗଜୀବନ କାଚିମ): ଲଗାଣ ବର୍ଷା ଲାଗି ରହିଥିବାରୁ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ଭଣ୍ଡାରରେ ଜନସ୍ତର ବୃଦ୍ଧି ପାଇବାରେ ଲାଗିଛି। ସେଥିପାଇଁ ଆଜି ଜଳଭଣ୍ଡାର ୫ଟି ଗେଟ୍ ଖୋଲା ଯାଇଛି। ପ୍ରତି ସେକେଣ୍ଡରେ ଜଳ ଭଣ୍ଡାର ଭିତରକୁ ୧୮ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୧୮ ହଜାର କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ଜଳ ଭଣ୍ଡାରର ୩, ୪, ୫, ୬ ଓ ୭ ନମ୍ୱର ଗେଟ୍ ନେଇ ଜଳ ନିଷ୍କାସନ ହେଉଛି।
from OdishaReporter https://ift.tt/2MLq4Mp
No comments:
Post a Comment