ବିଦେଶରେ ରହିଛି ମା’ ଲକ୍ଷ୍ମୀଙ୍କ ନାଁରେ ସହର, ଜାଣନ୍ତୁ କେଉଁଠି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ବିଦେଶରେ ରହିଛି ମା’ ଲକ୍ଷ୍ମୀଙ୍କ ନାଁରେ ସହର, ଜାଣନ୍ତୁ କେଉଁଠି?

ନୂଆଦିଲ୍ଲୀ: (ଓଡ଼ିଶା ରିପୋର୍ଟର୍): ବିଦେଶରେ ସାଧାରଣତଃ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ଦେଖିବାକୁ ଖୁବ୍ କମ୍ ମିଳିଥାଏ। କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଦେଶରେ ଏମିତି ବି ଏକ ସହର ଅଛି, ଯାହା ହିନ୍ଦୁ ଧର୍ମର ଆରାଧ୍ୟ ଦେବୀ ମା’ଙ୍କ ନାଁରେ ନାମକରଣ ହୋଇଛି।

ଜାପାନ୍‌ର ରାଜଧାନୀ ଟୋକିଓ ନିକଟରେ ରହିଛି ଏହି ସହର। ସହରର ନାଁ  କିଚିଜୋଜି। ଜାପାନୀଜ୍‌ ଭାଷାରେ କିଚିଜୋଜିର ଅର୍ଥ ଲକ୍ଷ୍ମୀ ମନ୍ଦିର।

 

ଜାପାନ୍‌ର କନ୍‌ସଲ୍‌ ଜେନେରାଲ୍ ଟାକାୟୁକି କିଟାଗୱା କହିଛନ୍ତି, ‘ଅଧିକାଂଶ ଲୋକ ଭାବିଥା’ନ୍ତି ଯେ ଭାରତୀୟ ସଂସ୍କୃତି ଠାରୁ ଜାପାନୀଜ୍‌ ସଂସ୍କୃତି ସଂପୂର୍ଣ୍ଣ ଭିନ୍ନ । କିନ୍ତୁ ଏହା ସତ ନୁହେଁ। ଜାପାନର କେତେକ ସ୍ଥାନରେ ହିନ୍ଦୁ ଦେବଦେବୀଙ୍କ ମନ୍ଦିର ରହିଛି’।



from OdishaReporter https://ift.tt/2w62IKy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages