ଦୁବାଇରେ ଫସି ରହିଛନ୍ତି ଦୁଇ ଓଡ଼ିଆ ଯୁବକ; ସାହାଯ୍ୟ ପାଇଁ ସୋଶାଲ୍‌ ମିଡିଆରେ କଲେ ଆବେଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଦୁବାଇରେ ଫସି ରହିଛନ୍ତି ଦୁଇ ଓଡ଼ିଆ ଯୁବକ; ସାହାଯ୍ୟ ପାଇଁ ସୋଶାଲ୍‌ ମିଡିଆରେ କଲେ ଆବେଦନ

ନୟାଗଡ଼ (ଓଡ଼ିଶା ରିପୋର୍ଟର): ଦୁବାଇରେ ଦୁଇ ଜଣ ଓଡ଼ିଆ ଯୁବକ ଫସି ରହିଛନ୍ତି। ସେମାନେ ହେଲେ ନୟାଗଡ଼ ଜିଲ୍ଲା ବଡ଼କୁଟୁଣୀ ଗାଁର ଅଭିମନ୍ୟୁ ପାଟ୍ଟଶାଣି ଓ ବାପୁନି ପ୍ରଧାନ।

ଅଭିଯୋଗ ଅନୁସାରେ, ଜୁଲାଇ ୨୦ ତାରିଖରେ ଠିକାଦାର ସୁଶାନ୍ତ ମହାନ୍ତି ଉଭୟ  ଅଭିମନ୍ୟୁ ଓ ବାପୁନିଙ୍କୁ ଚାକିରି କରାଇ ଦେବା ପାଇଁ ଦୁବାଇକୁ ନେଇ ଯାଇଥିଲେ। ହେଲେ ସେଠାରେ ଠିକାଦାର ତାଙ୍କ ପାସପୋର୍ଟ ଜବତ କରି ରଖିବା ସହ ଖାଇବାକୁ ନ ଦେଇ ନିର୍ଯାତନା ଦେଉଛନ୍ତି। ସାହାଯ୍ୟ ପାଇଁ ସେମାନେ ସୋଶାଲ୍ ମିଡିଆରେ ନିବେଦନ କରିଛନ୍ତି।

ସେମାନଙ୍କ ପରିବାର ଲୋକେ ମଧ୍ୟ ନୟାଗଡ଼ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।

 



from OdishaReporter https://ift.tt/2OX7uCP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages