ଭୂତ ସହ ଦୈହିକ ପ୍ରେମ! ଜାଣନ୍ତୁ, କେବେ‘ଜନ୍ମ ନେବ ଭୂତ ଶିଶୁ’? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଭୂତ ସହ ଦୈହିକ ପ୍ରେମ! ଜାଣନ୍ତୁ, କେବେ‘ଜନ୍ମ ନେବ ଭୂତ ଶିଶୁ’?

ghost1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର୍‌): ପ୍ରେମ ତ ପ୍ରେମ, ତା’ ପୁଣି ଭୂତ ସହ । ଆଉ ଭୂତ ସହ କେବଳପ୍ରେମର ଅନୁଭବ ନୁହେଁ, ବରଂ ଦୈହିକ ସମ୍ପର୍କ। ଏପରି କାହାଣୀ, ହୁଏତ ଆପଣଙ୍କୁ ଅବାନ୍ତର ଲାଗୁ ଥାଇପାରେ। କିନ୍ତୁ ବ୍ରିଟେନ୍‌ର ଗଣମାଧ୍ୟମରେ ପ୍ରକାଶିତ  ଜଣେ ଯୁବତୀଙ୍କ ଏସଂପର୍କିତ ବୟାନ ଶୁଣିଲେ, ଆପଣଙ୍କ କାନ ନିଶ୍ଚୟ ଟାଙ୍କୁରି ଉଠିବ।

ଭୂତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପରେ ଆଗକୁ ଭୂତଙ୍କ ଔରସରୁ ଏକ ଶିଶୁକୁ ଜନ୍ମ ଦେବାର ଯୋଜନା ରଖିଛନ୍ତିୟୁନାଇଟେଡ୍ କିଙ୍ଗ୍‌ଡମ୍‌ର ବ୍ରିଷ୍ଟଲ୍‌ରେ ରହୁଥିବାଏହି ଯୁବତୀ, ଏମିଥିଷ୍ଟ୍‌ ରିଲ୍ମ୍‌।

GHOSTT

ଆସନ୍ତୁ ଶୁଣିବା ସଂପୂର୍ଣ୍ଣ କାହାଣୀ।ବ୍ରିଟିଶ୍‌ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଏମିଥିଷ୍ଟରିଲ୍ମ୍‌ ପ୍ରଥମେ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ।ଦୀର୍ଘ ଦିନ ଧରି ରିଲେସନ୍‌ସିପ୍‌ରେ ରହିବା ପରେ ନିଜ ବୟଫ୍ରେଣ୍ଡଙ୍କୁ ବିବାହ କରିବାକୁ ମଧ୍ୟ ସେ ନିଷ୍ପତ୍ତି ନେଇଥିଲେ ଏବଂଉଭୟଙ୍କ ନିର୍ବନ୍ଧ ମଧ୍ୟ ସରିଥିଲା। କିନ୍ତୁ ନିଜ କାମରେ ତାଙ୍କ ବୟଫ୍ରେଣ୍ଡ୍‌ ସବୁବେଳେ ବାହାରେ ରହୁଥିବାରୁ ରିଲ୍ମ୍‌ଏକୁଟିଆ ହୋଇ ଯାଇଥିଲେ। ଏହି ସମୟରେ ହିଁ ସେ ଏକ ଭୂତ ସଂସ୍ପର୍ଶରେ ଆସିଥିଲେ।

ରିଲ୍ମ୍‌ଙ୍କ କହିବାନୁସାରେ,ଦିନେ ସେ ବଗିଚାରେ ବୁଲୁଥିଲେ ଓ ଅନୁକୂଳ ପାଗର ମଜ୍ଜା ନେଉଥିଲେ। ହଠାତ୍ ସେ ଏକ ଅବିଶ୍ୱସନୀୟ ଅନୁଭବ ପାଇଲେ। କେହି ଜଣେ ଆସି ତାଙ୍କୁ ପ୍ରେମର ସ୍ପର୍ଶ ଦେବା ଭଳି ଲାଗିଲା। ଆଉ ଏହି ଅନୁଭବ ଏତେ ବଳିଷ୍ଠ ଥିଲା ଯେ ରିଲ୍ମ୍‌ଙ୍କୁ ତାଙ୍କ ନୂଆ ପ୍ରେମ ଓ ଭଲପାଇବା ମିଳିଗଲା ଭଲି ବିଶ୍ୱାସ ହେଲା। ପରେ ଏହି ପ୍ରେମ ଦୈହିକ ସଂପର୍କର ରୂପ ମଧ୍ୟ ନେଇଛି। ଏପରିକି ଏହା ଜାଣିବା ପରେ ତାଙ୍କ ବୟଫ୍ରେଣ୍ଡ୍‌ ତାଙ୍କ ସହ ବ୍ରେକ୍ ଅପ୍ ମଧ୍ୟ କରି ଦେଇଛନ୍ତି।

GHOST

କେବଳ ଗୋଟିଏ ଭୂତ ନୁହେଁ, ଗତ ୧୧ ବର୍ଷ ଭିତରେ ଏମିଥିଷ୍ଟ ରିଲ୍ମ୍‌ବହୁ ଭୂତଙ୍କ ସଂସ୍ପର୍ଶରେ ଆସିଛନ୍ତି। ରିଲ୍ମ୍‌କୁହନ୍ତି ଯେ, ସେ ଭୂତଙ୍କୁ ଦେଖିପାରନ୍ତି ନାହିଁ, ହେଲେ ତାଙ୍କ ସହ କଥା ହୁଅନ୍ତି। ଶାରୀରୀକ ସମ୍ପର୍କ ମଧ୍ୟ ରଖନ୍ତି।

ରିଲ୍ମ୍‌ ଗତବର୍ଷ ବ୍ରିଟେନ୍‌ର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ, ‘ମୁଁ ଏବେ ଯାଏ ୧୪ଜଣ ଭୂତ ସହ ଶାରୀରିକ ସମ୍ପର୍କ ରଖି ସାରିଲିଣି। ଏବେ ମୁଁ ଘୋଷ୍ଟ ବେବିକୁ ଜନ୍ମ ଦେବା ପାଇଁ ପ୍ଲାନ କରୁଛି। ମୁଁ ଜାଣିଛି ଯେ ମୋ କଥା ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ମୋତେ ଏହା ଟିକେ ବି ଅଜବ ଲାଗୁନାହିଁ।’



from OdishaReporter https://ift.tt/2OV4JBS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages