ଆଜି ୨୯ ଓଡ଼ିଶା ପୁଲିସ କର୍ମଚାରୀଙ୍କୁ ମିଳିବ ସ୍ଵତନ୍ତ୍ର ସେବା ପଦକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

ଆଜି ୨୯ ଓଡ଼ିଶା ପୁଲିସ କର୍ମଚାରୀଙ୍କୁ ମିଳିବ ସ୍ଵତନ୍ତ୍ର ସେବା ପଦକ

ଭୁବନେଶ୍ୱର :  ରାଜ୍ୟର ୨୯ଜଣ ପୁଲିସ୍ କର୍ମଚାରୀଙ୍କୁ ସମ୍ମାନଜନକ ପୁଲିସ୍ ମେଡାଲ ପାଇଁ ମନୋନୀତ କରାଯାଇଛି।  ସ୍ଵାଧୀନତା ଦିବସ ପୂର୍ବ ସନ୍ଧ୍ୟାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ନାଁ ଘୋଷଣା ହୋଇଛି ।

୨୯ଜଣ ପୁଲିସ୍ କର୍ମଚାରୀଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୪ଜଣଙ୍କୁ ରାଷ୍ଟ୍ରପତି ପୁଲିସ୍ ପଦକ, ୧୧ଜଣ ପୁଲିସ୍ କର୍ମଚାରୀଙ୍କୁ ସାହସିକତା ପାଇଁ ପୁଲିସ ପଦକ ଓ ଅନ୍ୟ ୧୪ଜଣଙ୍କୁ ପ୍ରଶଂସନୀୟ  ସେବା ପାଇଁ ପୁଲିସ୍ ପଦକ ମିଳିବ ।

ରାଷ୍ଟ୍ରପତି ପଦକ

୧- ଏମ. ରାଧାକ୍ରଷ୍ଣ- ଭିଜିଲାନ୍ସ ଅତିରିକ୍ତ ଏସପି, କଟକ

୨- ସରୋଜ କୁମାର ରଥ, ଅତିରିକ୍ତ ଏସପି, ଇଓଡବ୍ଲ୍ୟୁ, କ୍ରାଇମବ୍ରାଂଚ, ଭୁବନେଶ୍ୱର

୩- ରମେଶ ଚନ୍ଦ୍ର ନାୟକ, ଏସଆଇ, ଭିଜିଲାନ୍ସ, କଟକ

୪- ଜ୍ଞାନରଞ୍ଜନ ମହାନ୍ତି, ଅତିରିକ୍ତଏସପି, ଇଓଡବ୍ଲ୍ୟୁ, କ୍ରାଇମବ୍ରାଂଚ, ଭୁବନେଶ୍ୱର

ସାହସିକତା ପାଇଁ ପୁଲିସ୍ ପଦକ

୧- ହାଡ଼ିବନ୍ଧୁ କିର୍ଷାନୀ, କନଷ୍ଟେବଲ

୨- ଭୀଷ୍ମ କରୁଆଁ, କନଷ୍ଟେବଲ

୩- ସମନ୍ତ ମାଝୀ, କନଷ୍ଟେବଲ

୪- ନିରଞ୍ଜନ ସାହୁ, ଅତିରିକ୍ତ ଏସ୍ପି

୫- ଉମେଶ କୁମାର ସିଂହ, ଏଏସଆଇ

୬- ରାକେଶ କୁମାର ସ୍ୱାଇଁ , କନଷ୍ଟେବଲ

୭- ଧନେଶ୍ୱର ମାଝୀ, କନଷ୍ଟେବଲ

୮- ଅଜୟ ବେହେରା, କନଷ୍ଟେବଲ

୯- ଭକ୍ତପ୍ରିୟ ସାହୁ, ହାବିଲଦାର

୧୦- ଜ୍ୟୋତି କୁମାର କିରୋ,ସର୍ଜେଣ୍ଟ

୧୧- ସୌମ୍ୟରଂଜନ ଦାଶ, ଡେପୁଟି ସୁବେଦାର

ପ୍ପ୍ରଶଂସନୀୟ ସେବା ପାଇଁ ପୁଲିସ୍ ପଦକ

୧- ଚନ୍ଦ୍ରଶେଖର ପାତ୍ର, କମାଣ୍ଡାଂଟ, ୮ମ ସ୍ପେଶାଲ ଆଇଆରବିଏନ୍, ଭଞ୍ଜନଗର,(ଏବେ ସିଏମ୍ ସିକ୍ୟୁରିଟି,ଭୁବନେଶ୍ୱର)

୨- ଟଙ୍କଧର ପ୍ରଧାନ, କମାଣ୍ଡାଂଟ, ଏସପି-ଏସ୍ଆଇଡବ୍ଲ୍ୟୁ ଭୁବନେଶ୍ୱର ( ଏବେ ସିଏମ୍ ସିକ୍ୟୁରିଟି, ଭୁବନେଶ୍ୱର)

୩- ଉଦୟ କୁମାର ରଥ, କମାଣ୍ଡାଂଟ୍ , ଓଏସ୍ଏପି, ୮ମ ବାଟାଲିୟନ, ଛତ୍ରପୁର

୪- ଜବାହାର ମୋହନ ପଟେଲ, କମାଣ୍ଡାଂଟ୍ , ସପ୍ତମ ସ୍ୱତନ୍ତ୍ର ଆଇଆରବିଏନ୍, କନ୍ଧମାଳ(ଏବେ ସିଏମ୍ ସିକ୍ୟୁରିଟି, ଭୁବନେଶ୍ୱର)

୫- ବିଜୟ କୁମାର ସାହୁ, ଡେପୁଟି କମିଶନର ପୁଲିସ୍ ଟ୍ରେନିଂ, ୟୁପି ଆଣ୍ଡ ଟିଟିଆଇ, ଭୁବନେଶ୍ୱର

୬- ରବିନ୍ଦ୍ର କୁମାର ପଣ୍ଡା, ଇନ୍ଚାର୍ଜ ଡିଏସ୍ପି, ଭିଜିଲାନ୍ସ, କଟକ

୭- ମୋହିତ କୁମାର ମଲ୍ଲିକ, ଏଏସ୍ଆଇ, ସିଆଇଡି, କ୍ରାଇମବ୍ରାଂଚ, କଟକ

୮- ରାଧା ବିନୋଦ ପାଣିଗ୍ରାହୀ, ଅତିରିକ୍ତ ଏସପି, ସିଆଇଡି, କ୍ରାଇମବ୍ରାଂଚ, କଟକ

୯- ଉଦୟଭାନୁ ମିଶ୍ର, ଡିଏସ୍ପି, ବିଜୁ ପଟ୍ଟନାୟକ ପୁଲିସ୍ ଏକାଡେମୀ, ଭୁବନେଶ୍ୱର

୧୦- ଅମୀୟ କୁମାର ରାଉତରାୟ, ହାବିଲଦାର ମେଜର, ୬ଷ୍ଠ ଓଏସ୍ଏପି ବାଟାଲିୟନ, କଟକ

୧୧- ସତ୍ୟବାଦୀ ମଲ୍ଲିକ, କନେଷ୍ଟବଳ, ୟୁପି ଆଣ୍ଡ ଟିଟିଆଇ, ଭୁବନେଶ୍ୱର

୧୨- ବୃନ୍ଦାବନ ଘଡ଼େଇ, ଡିଏସ୍ପି, ଏସ୍ଆଇଡବ୍ଲ୍ୟୁ, ଭୁବନେଶ୍ୱର

୧୩- ସରୋଜ କୁମାର ସାମଲ, ଡିଏସ୍ପି, ଭିଜିଲାନ୍ସ, କଟକ

୧୪- ରବୀନ୍ଦ୍ର କୁମାର ଆଚାର୍ଯ୍ୟ, ଏଏସ୍ଆଇ, ଭିଜିଲାନ୍ସ,କଟକ

 



from OdishaReporter https://ift.tt/2OBPAEF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages