
କଲ୍ୟାଣସିଂହପୁର(ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ପରସଲିଠାରେ ୪ଟି ନକ୍ସଲ ପୋଷ୍ଟର ଦେଖିବାକୁ ମିଳିଛି। ଅଙ୍ଗନବାଡ଼ି କେନ୍ଦ୍ରରେ ଗୋଟିଏ ପୋଷ୍ଟର ଲାଗିଥିବା ବେଳେ ସ୍ଥାନୀୟ ହାଟ ବଜାରରେ ୩ଟି ପୋଷ୍ଟର ଦେଖିବାକୁ ମିଳିଛି। ଏଥିରେ ଅଗଷ୍ଟ ୧୫କୁ କଳାଦିବସ ରୂପରେ ପାଳନ କରିବାକୁ ଉଲ୍ଲେଖ ରହିଛି।
from OdishaReporter https://ift.tt/2P8aEDx
No comments:
Post a Comment