ଛତୁ ଖାଇ ଦିଅର-ଭାଉଜଙ୍କ ଜୀବନ ଗଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଛତୁ ଖାଇ ଦିଅର-ଭାଉଜଙ୍କ ଜୀବନ ଗଲା

death

ବାରିପଦା(ମାଲିକଲାଲ୍ ପାଣି):ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ କଇଁଫୁଲିଆ ଗାଁରେ ବିଷାକ୍ତ ଛତୁ ଖାଇ ଜଣେ ମହିଳା ଓ ତାଙ୍କ ଦିଅରଙ୍କ ମୃତ୍ୟୁ ଘଟିଛି।
ମୃତକ ଦ୍ୱୟ ହେଲେ ଫୁଦାନ ମାଝି (୨୭) ଓ ଲକ୍ଷ୍ମୀ ମାଝି। ଏଥିସହ ଲକ୍ଷ୍ମୀ ମାଝିଙ୍କ ସ୍ୱାମୀ ଦାଶ ମାଝି (୪୦) ଓ ସେମାନଙ୍କ ପୁଅର ସ୍ୱାସ୍ଥ୍ୟାବସ୍ଥା ଗୁରତର ରହିଛି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଗତକାଲି ଦାଶ ମାଝିଙ୍କ ପରିବାର ପାଖ ଜଙ୍ଗଲରୁ ଛତୁ ଆଣିଥିଲେ। ଏହାକୁ କୁନ୍ଦୁରୀ ସହ ରାନ୍ଧି ପାଖାଳ ଭାତ ସହିତ ଖାଇଥିଲେ। ତେବେ ରାତିରେ ସମସ୍ତଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ତା’ପରେ ଗାଁର ଜଣେ କ୍ୱାକ୍‌ଙ୍କଠାରୁ ଔଷଧ ଖାଇଥିଲେ। ହେଲେ ରାତିରେ ଫୁଦାନଙ୍କ ମୃତ୍ୟୁ ଘଟିଥିଲା। ଆଉ ଆଜି ସକାଳେ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଥିଲା।



from Odisha Reporter https://ift.tt/2Ll952e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages