ସ୍ମୃତିରେ ବାଜପେୟୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 16, 2018

ସ୍ମୃତିରେ ବାଜପେୟୀ…

୧୯୭୩ ନଭେମ୍ବର ୧୨ ତାରିଖରେ ଅଟଳ ବିହାରୀ ବାଜପେୟୀ ବଳଦ ଗାଡ଼ିରେ ସଂସଦକୁ ଆସିଥିଲେ। ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ବୃଦ୍ଧି ପ୍ରତିବାଦରେ ସେ ବଳଦ ଗାଡ଼ିରେ ଆସିଥିଲେ।

ଏହି ଫଟୋଟି ସୋଶାଲ୍ ମିଡିଆରେ ଭାରି ଭାଇରାଲ୍ ହେଉଛି। ଏଥିରେ ସେ ଇନ୍ଦିରା ଗାନ୍ଧୀଙ୍କ ସହିତ ଅଛନ୍ତି।

ଗୁରୁ ଜି. ଗୋଲୱାକର, ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଓ ଅଟଲ ବିହାରୀ ବାଜପେୟୀ ସାଙ୍ଗ ହୋଇ ବସିଛନ୍ତି।

ଏଥିରେ ଅଟଳ ବିହାରୀ ବାଜପେୟୀ, ଲାଲକୃଷ୍ଣ ଆଡ଼ଭାନୀ ଓ ଭୈରବ ସିଂହ ଶେଖାୱତ ଅଛନ୍ତି। ଏ ଫଟୋଟି ଜନସଂଘ ଦିନର।

୧୯୯୧ରେ ଦଳୀୟ ବୈଠକ ଅବସରରେ ଲାଲକୃଷ୍ଣ ଆଡ଼ଭାନୀଙ୍କ ସହ ଆଲୋଚନା କରୁଛନ୍ତି।

ଡିଏମ୍‌କେ ନେତା ଏମ୍‌. କରୁଣାନିଧିଙ୍କ ସହିତ ବାଜପେୟୀ। ନିକଟରେ କରୁଣାନିଧିଙ୍କ ପରଲୋକ ହୋଇଛି।

ପୋଷା କୁକୁରଙ୍କ ସହ ବାଜପେୟୀ।

ଫିଲ୍ମ ଫେୟାର ପୁରସ୍କାର ଉତ୍ସବରେ ସଞ୍ଜୀବ କୁମାର ଓ ରାକ୍ଷୀଙ୍କ ସହ ବାଜପେୟୀ।

ଜନ୍ମଦିନରେ କେକ୍‌ କାଟୁଛନ୍ତି ବାଜପେୟୀ।

ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ଙ୍କ ସହ ବାଜପେୟୀ।

ତାମିଲନାଡୁ ପୂର୍ବ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ବାଜପେୟୀ।

 

ପୂର୍ବତନ ରାଷ୍ଟ୍ରପତି ଅବଦୁଲ କାଲାମ୍‌ଙ୍କ ସହ ବାଜପେୟୀ।

ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ସହ ବାଜପେୟୀ।

ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ସହ



from OdishaReporter https://ift.tt/2nK1Mra

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages