ହାତୀଙ୍କ ଜଳ କ୍ରୀଡ଼ା, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 31, 2018

ହାତୀଙ୍କ ଜଳ କ୍ରୀଡ଼ା, ଦେଖନ୍ତୁ ଭିଡିଓ

elephent

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ରାଜରାସ୍ତା କଡ଼ରେ ହାତୀମାନେ ଜଳ କ୍ରୀଡ଼ା କରୁଥିବା ଦେଖିବାକୁ ମିଳିଥିଲା। ଭରତପୁର ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା ଜଳାଶୟରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୪୫ ମିନିଟ୍‌ ଧରି ହାତୀମାନେ ଏଠାରେ ଜଳ କ୍ରୀଡ଼ା କରିଥିଲେ।

ବନ ବିଭାଗ କର୍ମଚାରୀଙ୍କ କହିବା ଅନୁଯାୟୀ, ଭରତପୁର ଜଙ୍ଗଲରେ ଥିବା ପାଞ୍ଚଜଣିଆ ହାତୀପଲରୁ ଦୁଇଟି ହାତୀ ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ଚାଲି ଆସିଥିଲେ। ରାସ୍ତାକଡ଼ରେ ଏଭଳି ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।



from Odisha Reporter https://ift.tt/2wvP8A4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages