ସ୍ତ୍ରୀଙ୍କୁ ରାଣୀ କରି ରଖନ୍ତି ଏହି ଅକ୍ଷରର ନାମ ଥିବା ବ୍ୟକ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ସ୍ତ୍ରୀଙ୍କୁ ରାଣୀ କରି ରଖନ୍ତି ଏହି ଅକ୍ଷରର ନାମ ଥିବା ବ୍ୟକ୍ତି

wall

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁ ଝିଅ ଚାହିଁଥାଆନ୍ତି ତାଙ୍କ ଜୀବନସାଥୀ ଏମିତି ହୋଇଥାଉ, ଯିଏ ତାଙ୍କୁ ଆଖି ପଲକରେ ବସାଇ ରଖିବ। ତାଙ୍କର ସବୁ ଇଚ୍ଛା ପୂରଣ କରିବ। ପୁଅଙ୍କୁ ପସନ୍ଦ କରିବା ସମୟରେ ଝିଅମାନେ ତାଙ୍କ ବିଷୟରେ ଅନେକ କଥା ଜାଣିବାକୁ ଚେଷ୍ଚା କରିଆଆନ୍ତି। ବାପା ମା’ ଏଥିପାଇଁ ପୁଅ ଝିଅଙ୍କ ଜାତକ ମଧ୍ୟ ମିଳାଇ ଥାଆନ୍ତି। କିନ୍ତୁ କ’ଣ ଆପଣ ଜାଣିଛନ୍ତି, ନାମର ପ୍ରଥମ ଅକ୍ଷର ବ୍ୟକ୍ତିଙ୍କର ଗୁଣ ବିଷୟରେ ସୂଚନା ଦେଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏମିତି ନାମଧାରୀ ପୁରୁଷଙ୍କ ବିଷୟରେ କହିବୁ, ଯାହା ତାଙ୍କୁ ସବୁଠାରୁ ଭଲ ସ୍ୱାମୀ ସାବ୍ୟସ୍ତ କରିଥାଏ।
vletter

୧. ‘ଭି’ ନାମ ଥିବା ପୁରୁଷ
ଏହି ନାମ ଥିବା ପୁରୁଷ ତାଙ୍କ ସ୍ତ୍ରୀଙ୍କର ଦିୱାନା ହୋଇଥାଆନ୍ତି। ଏମାନେ ତାଙ୍କ ସ୍ତ୍ରୀଙ୍କୁ ସବୁ କାର୍ଯ୍ୟରେ ସାହାଯ୍ୟ କରିଥାଆନ୍ତି। ଏହି ବ୍ୟକ୍ତିମାନେ ଦେଖିବାକୁ ଆକର୍ଷଣୀୟ ହେବା ସହିତ ଭଲ ସ୍ୱାମୀ ମଧ୍ୟ ହୋଇଥାଆନ୍ତି।
sletter

୨. ‘ଏସ୍‌’ ନାମ ଥିବା ପୁରୁଷ
ଏସ୍‌ ନାମ ଥିବା ପୁରୁଷ ବହୁତ୍‌ ଜିଦିଆ ସ୍ୱଭାବର ହୋଇଥାଆନ୍ତି। ଏମାନେ ଉପରୁ ବହୁତ୍‌ କଠୋର ହୋଇଥାଆନ୍ତି। କିନ୍ତୁ ଯେଉଁ ବ୍ୟକ୍ତିଙ୍କୁ ପ୍ରେମ କରନ୍ତି, ତାଙ୍କ ପ୍ରତି ଆନୁଗତ୍ୟ ଦେଖାଇ ଥାଆନ୍ତି। ସ୍ୱଭାବରେ ରାଗୀ ହୋଇଥିବାରୁ ନିଜ ପାର୍ଟନର୍‌ ସାମ୍ନାରେ ଭଲପାଇବା ଦେଖାଇ ନ ଥାଆନ୍ତି କିନ୍ତୁ ତାଙ୍କର ସବୁ ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ଥାଆନ୍ତି।

୩. ‘ଆର୍‌’ ନାମ ଥିବା ପୁରୁଷ
ଏହି ଅକ୍ଷରର ବ୍ୟକ୍ତିମାନେ ନିଜ ପାର୍ଟନର୍‌କୁ ନେଇ ଅଧିକ ସିରିଅସ୍‌ ହୋଇଥାଆନ୍ତି। ତାଙ୍କୁ ଖୁସି କରିବା ପାଇଁ ଏମାନେ କିଛି ବି କରି ପାରନ୍ତି। ସ୍ତ୍ରୀ ତାଙ୍କର ଇଚ୍ଛା ଖୋଲି ନ କହିଲେ ମଧ୍ୟ ଏମାନେ ତାହା ଜାଣି ପାରିଥାଆନ୍ତି।

୪. ‘ଏ’ ନାମ ଥିବା ପୁରୁଷ
ଏହି ଅକ୍ଷରର ବ୍ୟକ୍ତିମାନେ ବହୁତ୍‌ ମସ୍ତିଖୋର୍‌ ହୋଇଥାଆନ୍ତି। ଏମାନଙ୍କ ସେନ୍ସ୍‌ ଅଫ୍‌ ହ୍ୟୁମର୍‌ ମଧ୍ୟ ଜବରଦସ୍ତ ହୋଇଥାଏ। ଆଖପାଖର ଲୋକେ ଏହି ବ୍ୟକ୍ତିଙ୍କୁ ସ୍ତ୍ରୀର ଗୋଲାମ ବୋଲି କହିଥାଆନ୍ତି। କିନ୍ତୁ ବାସ୍ତବରେ ‘ଏ’ ନାମଧାରୀ ବ୍ୟକ୍ତି ଭଲ ସ୍ୱାମୀ ସାବ୍ୟସ୍ତ ହୋଇଥାଆନ୍ତି।

 



from OdishaReporter https://ift.tt/2vyVAG6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages