କାଉଡ଼ିଆଙ୍କ ଆତଙ୍କରାଜ: ବିଚ୍‌ ରାସ୍ତାରେ ସଂଘବଦ୍ଧ ଆକ୍ରମଣ, କାର ଭଙ୍ଗାରୁଜା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

କାଉଡ଼ିଆଙ୍କ ଆତଙ୍କରାଜ: ବିଚ୍‌ ରାସ୍ତାରେ ସଂଘବଦ୍ଧ ଆକ୍ରମଣ, କାର ଭଙ୍ଗାରୁଜା

ନୂଆଦିଲ୍ଲୀ: ଦିଲ୍ଲୀର ମୋତି ନଗରରେ କାଉଡ଼ିଆଙ୍କ ଆତଙ୍କରାଜ। କାରରେ ଯାଉଥିବା ବେଳେ ଜଣେ କାଉଡ଼ିଆଙ୍କ ଦେହରେ ବାଜିଯିବାରୁ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ।  ଆଉ କାରକୁ ଅଟକାଇ ଗାଳି ଗୁଲଜ କରିଥିଲେ। ଏତିକିରେ କିନ୍ତୁ ସେମାନଙ୍କର ରାଗ ଶାନ୍ତ  ହୋଇ ନଥିଲା।   କାରକୁ ବାଡ଼ିରେ ପିଟିବା ସହ ଭଙ୍ଗାରୁଜା କରିଥିଲେ।

ଅନେକ କାଉଡ଼ିଆ ସଂଘବଦ୍ଧଭାବେ ଏମିତି ଆକ୍ରମଣ କରିଥିଲେ। ରାସ୍ତାରେ ଯାଉଥିବା ଲୋକମାନେ ଏ ଦୃଶ୍ୟ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରି ନଥିଲେ। କାରରେ ଥିବା ଯାତ୍ରୀମାନେ କିନ୍ତୁ  ଅଳ୍ପକେ ବାହାରି ଆସିଥିଲେ।   ପରେ କାଉଡ଼ିଆମାନେ ଆଉ ଏକ କାରକୁ ଓଲଟାଇ ଦେଇଥିଲେ।



from OdishaReporter https://ift.tt/2vQKWum

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages