ଅମୁଲ୍‌ ପରି ଦିଶୁଛି, ହେଲେ ସ୍ୱାଦ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଅମୁଲ୍‌ ପରି ଦିଶୁଛି, ହେଲେ ସ୍ୱାଦ ନାହିଁ

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ବଜାରରେ ମିଳୁଛି ନକଲି ଅମୁଲ୍‌। ପ୍ୟାକେଟ୍‌ରେ ମିଳୁଥିବା ଏହି ଅମୁଲ୍‌ ହାତକୁ ସୁଜି ଦାନା ଭଳି ଲାଗୁଛି। ଏମିତିକି ସଙ୍ଗେ ସଙ୍ଗେ ପାଣିରେ ମିଶି ଯାଉଛି।

ଜଣେ ବ୍ୟକ୍ତି କଲେଜ ଛକ ନିକଟରେ ଥିବା ଏକ ଗ୍ରେସରୀ ଦୋକାନରୁ ୧ କିଲୋ ଅମୁଲ୍ ନେଇଥିଲେ। ଘରେ ପ୍ୟାକେଟ୍‌ ଖୋଲି ଚା କରିଥିଲେ। ପାଣିରେ ମିଶାଇଲେ ଏହା ଅମୁଲ୍‌ ପାଣି ଭରି ଦିଶୁ ନଥିଲା କି ଏହାର ସ୍ୱାଦ ନଥିଲା। ଏନେଇ ସେ ଦୋକାନୀକୁ ପଚାରିଥିଲେ। ତେବେ ହୋଲ୍‌ସେଲ୍‌ ଠାରୁ ଅମୁଲ ଆଣିଥିବା ଦୋକାନୀ କହିଥିଲା।

ତେବେ ଏହା ନକଲି ଅମୁଲ୍‌ କି ଏକ୍ସପାଇରୀ ହୋଇଯାଇଥିବା ଅମୁଲ୍‌ ତାହା ସ୍ପଷ୍ଟ ହୋଇନାହିଁ।

ଏହାର ତଦନ୍ତ କରାଯାଇ ଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।



from OdishaReporter https://ift.tt/2B7rrnj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages