ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଚାଲିଗଲା ଦୋକାନୀଙ୍କ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 28, 2018

ଦୋକାନ ଉପରକୁ ମାଡ଼ିଗଲା ହାଇୱା, ଚାଲିଗଲା ଦୋକାନୀଙ୍କ ଜୀବନ

accident

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ମନେଇ ସାହୁ।

ଆଜି ସକାଳେ ମନେଇ ତାଙ୍କ ପାନ ଦୋକାନରେ ବସିଥିଲେ। ଏହି ସମୟରେ ଏକ ବାଲି ବୋଝେଇ ହାଇୱା ବାଲି ପକାଉଥିଲା। ହେଲେ ହାଇୱା ଚକ ଦବିଯିବାରୁ ଏହା ଭାରସାମ୍ୟ ହରାଇ ପାଖରେ ଥିବା ଦୋକାନ ଉପକୁ ମାଡ଼ି ଯାଇଥିଲା। ଫଳରେ ଦୋକାନରେ ବସିଥିବା ମନେଇ ଟ୍ରକ୍ ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ।



from Odisha Reporter https://ift.tt/2LzZ41j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages