ଚୋରି ସନ୍ଦେହରେ ପୁଣି ଜଣଙ୍କୁ ପିଟିପିଟି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 11, 2018

ଚୋରି ସନ୍ଦେହରେ ପୁଣି ଜଣଙ୍କୁ ପିଟିପିଟି ହତ୍ୟା

ମୁଜାଫରନଗର: ଉତ୍ତର ପ୍ରଦେଶରେ ପୁଣି ଜଣଙ୍କୁ ଚୋର ସନ୍ଦେହରେ ପଟିପିଟି ହତ୍ୟା କରାଯାଇଛି। ବିଜପୁରଠାରେ ଗାଁ ଲୋକମାନେ ଏଭଳି କାଣ୍ଡ ଘଟାଇଥିବା ପୁଲିସ୍‌ କହିଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ବେଳେ ପୁଲିସ୍‌ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କରିଛି।

ଲୋକଙ୍କ ମାଡ଼ରେ ପ୍ରାଣ ହରାଇଥିବା ବ୍ୟକ୍ତି ହେଉଛନ୍ତି କପିଲ ତ୍ୟାଗୀ। ସେ ନିକଟସ୍ଥ ଏକ ଅଞ୍ଚଳକୁ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଚୋରି କରିବାକୁ ଆସିଥିବା ସନ୍ଦେହ କରିଥିଲେ। ପରେ ଗାଁ ଲୋକେ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।



from OdishaReporter https://ift.tt/2nt5y8j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages