କେନାଲରୁ ହାତୀ ଛୁଆ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 15, 2018

କେନାଲରୁ ହାତୀ ଛୁଆ ଉଦ୍ଧାର

ଆଠଗଡ଼ (ନୀଳକଣ୍ଠ ଦୋରା): କଟକ ଜିଲ୍ଲା ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ଖମାର ନୂଆଗାଁ କେନାଲରୁ ଏକ ହାତୀ ଛୁଆକୁ ଉଦ୍ଧାର କରାଯାଇଛି। ଛୁଆଟିର ବୟସ ସାତ ମାସ ହେବ ବୋଲି ଅନୁମାନ କରାଯାଉଛି।

ହାତୀପଲ ସହ ଆସିଥିବା ଏହି ଛୁଆଟି କୌଣସି କାରଣରୁ ଫେରି ନପାରି ଏକା ରହି ଯାଇଥିବା ଅନୁମାନ କରାଯାଉଛି।

ଗାଁ ଲୋକେ ବିଲକୁ କାମ କରିବାକୁ ଯାଇଥିବା ବେଳେ ଛୁଆ ହାତୀକୁ ଦେଖି ଉଦ୍ଧାର କରିଥିଲେ।

ଲୋକମାନେ ହାତୀ ଛୁଆକୁ ବିଲରୁ କାନ୍ଧେଇ କାନ୍ଧେଇ ଗାଁକୁ ଆଣିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ହାତୀ ଛୁଆକୁ ନେଇ ଚିକିତ୍ସା ଲାଗି ପଠାଇଛନ୍ତି।

 



from OdishaReporter https://ift.tt/2nFfdJ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages