ବଜରଙ୍ଗଙ୍କ ପରେ ଫୋଗଟ୍‌ ଦେଲେ ଦ୍ୱିତୀୟ ସ୍ୱର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ବଜରଙ୍ଗଙ୍କ ପରେ ଫୋଗଟ୍‌ ଦେଲେ ଦ୍ୱିତୀୟ ସ୍ୱର୍ଣ୍ଣ

ଜାକର୍ତ୍ତା: ଚଳିତ ଏସିଆନ୍‌ ଗେମ୍ସରେ ବଜରଙ୍ଗ ପୁନିଆଙ୍କ ପରେ ଇତିହାସ ରଚିଛନ୍ତି ରେସ୍‌ଲର୍‌ ଭୀନେଶ ଫୋଗଟ୍‌।
୫୦ କେଜି ମହିଳା ଫ୍ରି’ଷ୍ଟାଇଲ୍‌ କୁସ୍ତିରେ ଫୋଗଟ୍‌ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏସିଆନ ଗେମ୍ସରେ ରେସଲିଂ ବିଭାଗରେ ସ୍ୱର୍ଣ୍ଣ ଜିତିବାରେ ଫୋଗଟ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା।

ଫାଇନାଲ୍‌ ମୁକାବିଲାରେ ଭିନେଶ୍‌ ଜାପାନ୍ ରେସଲର୍‌ଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରି ଫୋଗଟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଫୋଗଟ୍‌ଙ୍କ ସଫଳତା ପରେ ଏସିଆନ୍‌ ଗେମ୍ସରେ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨ରେ ପହଞ୍ଚିଛି। ଗତକାଲି ବଜରଙ୍ଗ ପୁନିଆ ୬୫ କେଜି ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ସେହିପରି ଭାରତର ମୋଟ୍‌ ପଦକ ସଂଖ୍ୟା ୫ରେ ପହଞ୍ଚିଛି।
ବର୍ତ୍ତମାନ ସୁଦ୍ଧା ଭାରତ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି।



from Odisha Reporter https://ift.tt/2OM1vQb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages