ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ବର୍ଷା ଧୋଇ ନେଲା ପ୍ରଥମ ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 9, 2018

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ବର୍ଷା ଧୋଇ ନେଲା ପ୍ରଥମ ଦିନ

india

ଲଣ୍ଡନ୍‌: ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭରେ ବର୍ଷା ବାଧକ ସାଜିଛି। ଗତକାଲି ଲର୍ଡସ୍‌ରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ୍‌ ମ୍ୟାଚ୍‌ ପ୍ରଥମ ଦିନକୁ ବର୍ଷା ଧୋଇ ନେଇଛି। ବର୍ଷାର ମାତ୍ରା ଏତେ ଅଧିକ ଥିଲା ଯେ, ଟସ୍‌ ବି ପଡ଼ିପାରି ନଥିଲା।

ସୂଚନାଯୋଗ୍ୟ, ବୁଧବାର ରାତିରୁ ବର୍ଷା ଲାଗି ରହିଥିଲା। ଫଳରେ ଖେଳାଳିମାନେ ସକାଳୁ ୱାର୍ମଅପ୍‌ ପାଇଁ ମଧ୍ୟ ଆସି ନଥିଲେ।

ଖେଳ ଆରମ୍ଭ ନହେବାରୁ ଖେଳାଳିମାନେ ଡ୍ରେସିଂ ରୁମ୍‌ରେ ବସି ରହିଥିଲେ। ଫଳରେ ନିର୍ଦ୍ଧାରିତ ସମୟରୁ ଅଧ ଘଣ୍ଟାଏ ପୂର୍ବରୁ ଲଞ୍ଚବ୍ରେକ୍‌ ଘୋଷଣା କରାଯାଇଥିଲା। ବର୍ଷା ନ କମିବାରୁ ଅମ୍ପାୟର ପ୍ରଥମ ଦିନର ଖେଳକୁ ସମାପ୍ତ ଘୋଷଣା କରି ଦେଇଥିଲେ।



from OdishaReporter https://ift.tt/2vwD1TW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages