ରିଲିଜ୍ ଆଗରୁ ସୋଶାଲ୍ ମିଡିଆରେ ଧମାକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 3, 2018

ରିଲିଜ୍ ଆଗରୁ ସୋଶାଲ୍ ମିଡିଆରେ ଧମାକା

paltan

ମୁମ୍ବାଇ: ରିଲିଜ୍‌ ହୋଇଯାଇଛି ଫିଲ୍ମ ‘ପଲଟନ୍‌’ର ଟ୍ରେଲର୍‌। ଏହି ଟ୍ରେଲର୍‌କୁ ୟୁଟ୍ୟୁବ୍‌ରେ ଜବରଦସ୍ତ ରେସପନ୍ସ ମିଳିଛି। ବର୍ଡର୍‌, LOC(କାର୍ଗିଲ୍), ରିଫ୍ୟୁଜି ବଳି ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟିଦେଇଥିବା ଜେପି ଦତ୍ତା, ଭାରତୀୟ ସେନା ଉପରେ ଆଉ ଏକ ନୂଆ କାହାଣୀ ନେଇ ଆସୁଛନ୍ତି। ଆଉଦୀର୍ଘ ୧୨ ବର୍ଷପରେ,ଜେପି ଦତ୍ତା ମଧ୍ୟ ପୁଣି ଥରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଏହି ଭିଡିଓଟିକୁ ପ୍ରାୟ ୩୫ ଲକ୍ଷ ଲୋକ ଦେଖିସାରିଲେଣି।

ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ। ୧୯୬୭ ମସିହାରେ ଆସାମ ସୀମାରେ ଚୀନ୍‌ ସହ ହୋଇଥିବା ଲଢ଼େଇକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଭାରତୀୟ ସେନାର ଚୀନ୍ ସେନା ସହ ସଂଘର୍ଷକୁ ନେଇ ପିଲ୍ମ ନିର୍ମାଣ କରାଯାଇଛି। ଫିଲ୍ମରେ ଜ୍ୟାକି ଶ୍ରଫ୍, ସୋନୁ ସୁଡ୍ ଓ ଅର୍ଜୁନ୍ ରାମପାଲ୍‌, ଗୁର୍‌ମିତ୍ଚୌଧୁରୀ, ସୋନଲ୍ ଚୌହ୍ୱାନ୍ ଓ ଦୀପିକା କକ୍କରଙ୍କୁ ଦେଖିବାକୁ ମିଳିଛି।



from OdishaReporter https://ift.tt/2LMSJ7F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages