
ଜାକର୍ତ୍ତା: ଏସିଆନ୍ ଗେମ୍ସରେ ଭାରତର ବଜରଙ୍ଗ ପୁନିଆ ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତିର ୬୫ କେଜି ବର୍ଗ ସେମିଫାଇନାଲରେ ତାଙ୍କ ଟେକ୍ନିକାଲ ଉତ୍କର୍ଷ ବଳରେ ମଙ୍ଗୋଲିଆର ବାଚୁଲୁନୁ ବାଟମାଗ୍ନିଙ୍କୁ ପରାସ୍ତ କରି ଫାଇନାଲ୍ରେ ପ୍ରବେଶ କରିଛନ୍ତି।
ଆଉ କିଛି ସମୟ ପରେ ସେ ଜାପାନ୍ର ଡାଇଚି ଟାକାଟାନୀଙ୍କ ସହ ଫାଇନାଲ୍ ମ୍ୟାଚ୍ ଖେଳିବେ। ସେମିଫାନାଲ୍ରେ ପ୍ରବେଶ କରି ପୁନିଆ ଭାରତ ପାଇଁ ରୌପ୍ୟ ପଦକ ସୁନିଶ୍ଚିତ କରିଛନ୍ତି।
ଯଦି ପୁନିଆ ଫାଇନାଲ୍ରେ ଜିତନ୍ତି, ତେବେ ଭାରତ ପାଇଁ ଗୋଲ୍ଡ ମେଡାଲ୍ ଆଣିବେ।
from Odisha Reporter https://ift.tt/2MpK76U
No comments:
Post a Comment