
ସିଡ୍ନୀ: ଅଷ୍ଟ୍ରେଲିଆରେ ଏକ ଅଦ୍ଭୁତ ଘଟଣା ଘଟିଛି। ଜଣେ ବ୍ୟକ୍ତି ଟ୍ରେନ୍ ଭିତରୁ ହଠାତ୍ ଏକ ଘୋଡ଼ା ନେଇ ଆସିବାରୁ ଯାତ୍ରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଷ୍ଟ୍ରେଲିଆର ଷ୍ଟିରିୟାର ଜଣେ ବ୍ୟକ୍ତି ତାଙ୍କ ଘୋଡ଼ାକୁ ଏକ ଟ୍ରେନ୍ ଭିତରକୁ ନେଇ ଆସିବାରୁ ଯାତ୍ରୀମାନେ ହଟହଟା ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଘୋଡ଼ାର ନାମ ଫ୍ରିଡା ବୋଲି ଜଣାପଡ଼ିଛି। ତେବେ ଘୋଡ଼ାକୁ ବାହାର କରିଦେବା ପାଇଁ ଟିଟିଇ କହିଥିଲେ। ଏହି ଦୃଶ୍ୟଟି ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଉକ୍ତ ଘୋଡ଼ାକୁ ତାଙ୍କ ମାଲିକ ଧରିଥିବା ଲେଖାଯାଇଛି।
Wir glauben uns tritt ein Pf… WAIT WHAT??!? #WTF https://t.co/e0gtRrCXK7
— ÖBB (@unsereOEBB) August 22, 2018
from Odisha Reporter https://ift.tt/2BFJUb7
No comments:
Post a Comment