ଏସିଆନ୍ ଗେମ୍ସ: ଫାଇନାଲ୍‌ରେ ଜଉନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 25, 2018

ଏସିଆନ୍ ଗେମ୍ସ: ଫାଇନାଲ୍‌ରେ ଜଉନା

Jauna

ଜାକାର୍ତ୍ତା: ଏସିଆନ୍‌ ଗେମ୍ସରେ ଓଡ଼ିଆ ଝିଅ ଜଉନା ମୁର୍ମୁ କମାଲ୍ କରିଛନ୍ତି। ୪୦୦ ମିଟର ହର୍ଡଲ୍ସରେ ସେ ଫାଇନାଲ୍‌ରେ ପହଞ୍ଚିଛନ୍ତି। ସେ ହିଟ୍ସରେ ୫୯.୨୦ ସେକେଣ୍ଡ ସମୟ ନେଇ ଫାଇନାଲରେ ପହଞ୍ଚି ଯାଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଓଡ଼ିଆ ଧାବିକା ଦୂତୀ ଚାନ୍ଦ ଏସିଆନ୍‌ ଗେମ୍ସରେ ନିଜର ଯାଦୁ ଦେଖାଇଥିଲେ। ମହିଳା ୧୦୦ ମିଟର୍‌ ଦୌଡ଼ ଇଭେଣ୍ଟରେ ଦୂତୀ ସେମି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ହିଟ୍‌ରେ ଭାଗ ନେଇଥିବା ଦୂତୀ ୧୧.୩୮ ସେକେଣ୍ଡରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏହି ସଫଳତା ପାଇଥିଲେ।



from Odisha Reporter https://ift.tt/2LqEUqo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages