ଘରେ ଠାକୁରଙ୍କ ମୁହଁ ଏହି ଦିଗକୁ ରହିଲେ ମିଳେ ଶୁଭଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଘରେ ଠାକୁରଙ୍କ ମୁହଁ ଏହି ଦିଗକୁ ରହିଲେ ମିଳେ ଶୁଭଫଳ

puja

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘର ତିଆରି କରିବା ବେଳେ ଲୋକମାନେ ପ୍ରତିଟି କଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇଥା’ନ୍ତି। ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ଦ୍ୱାର, ବିଭିନ୍ନ କୋଠରୀ, ରୋଷେଇ ଘର ଓ ଠାକୁର ଘର ତିଆରି କରିଥାଆନ୍ତି। ତେବେ ଠାକୁର ଘରେ ଠାକୁର ରଖିବା ନେଇ ମଧ୍ୟ କିଛି ନୀତି ନିୟମ ରହିଛି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଠାକୁରଙ୍କୁ ସବୁ ବେଳେ ପଶ୍ଚିମ ଦିଗକୁ ମୁହଁ କରି ରଖନ୍ତୁ। ମନ୍ଦିରରେ ଠାକୁର ପୂର୍ବ ଦିଗକୁ ମୁହଁ କରନ୍ତି, କିନ୍ତୁ ଘର ଠାକୁର ପଶ୍ଚିମକୁ ମୁହଁ କରନ୍ତି। କାରଣ ଠାକୁରଙ୍କ ମୁହଁ ପଶ୍ଚିମ ଦିଗକୁ ରଖାଗଲେ ଆମେ ଯେତେବେଳେ ପୂଜା କରିବା ଆମ ମୁହଁ ପୂର୍ବକୁ ରହିବ। ଏହାଦ୍ୱାରା ପୂଜାର ଶୁଭଫଳ ପ୍ରାପ୍ତି ହେବ। କିନ୍ତୁ ଠାକୁର ପୂର୍ବ ଦିଗକୁ ମୁହଁ କଲେ ଆମେ ପୂଜା କଲା ବେଳେ ଆମ ମୁହଁ ପଶ୍ଚିମ ଦିଗକୁ ରହିବ। ଆଉ ଏମିତି ହେଲେ ଅଶୁଭ ଫଳ ପ୍ରାପ୍ତି ହେବ।



from Odisha Reporter https://ift.tt/2BNGMtO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages