୨୨ ଅଗଷ୍ଟ, ବୁଧବାର: ଏହି ରାଶି ଲୋକଙ୍କର ଆୟ ଅନୁସାରେ ବ୍ୟୟ ଅଧିକ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 21, 2018

୨୨ ଅଗଷ୍ଟ, ବୁଧବାର: ଏହି ରାଶି ଲୋକଙ୍କର ଆୟ ଅନୁସାରେ ବ୍ୟୟ ଅଧିକ ହେବ

rasheepic4

ମେଷ: ପରିବାର ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଧୈର୍ଯ୍ୟର ସହ କାମ କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିପାରେ।
ବୃଷ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଆୟ ଅନୁସାରେ ବ୍ୟୟ ଅଧିକ ରହିବ। ପରିବାରରେ ଶାନ୍ତି ବଜାୟ ରହିବ।
ମିଥୁନ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
କର୍କଟ: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ସନ୍ଧ୍ୟା ପରେ ଅସୁସ୍ଥ ଅନୁଭବ କରିବେ।
ସିଂହ: ଅଳସୁଆ ଅନୁଭବ କରିବେ। କୌଣସି କାର୍ଯ୍ୟ କରିବାକୁ ଇଚ୍ଛା ହେବ ନାହିଁ। ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ।
କନ୍ୟା: ଆଜି ଆପଣଙ୍କ ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। କୌଣସି ନୂଆ କାର୍ଯ୍ୟ ମିଳିପାରେ।
ତୁଳା: ବ୍ୟସ୍ତତା ଭିତରେ ଦିନ କଟିବ। କାର୍ଯ୍ୟଭାର ଅଧିକ ରହିବ। ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ମିଳିବ।
ବିଚ୍ଛା: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ଧନୁ: ଅଟକି ରହିଥିବା କାର୍ଯ୍ୟ ସଂପନ୍ନ ହେବ। ବିବାହ ସ୍ଥିର ହୋଇପାରେ। ସବୁ କାର୍ଯ୍ୟରେ ସଫଳତା ପାଇବେ। କେହି ସାହାଯ୍ୟ ମାଗିଲେ ଆଦୌ ମନା କରନ୍ତୁ ନାହିଁ।
ମକର: ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ନାହିଁ। ସେମାନଙ୍କ ମଧ୍ୟରେ ମତାନ୍ତର ହୋଇପାରେ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଧନପ୍ରାପ୍ତି ଯୋଗ ରହିଛି।
କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ଭଗବାନଙ୍କ ଆଶୀର୍ବାଦ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମୀନ: ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିପାରନ୍ତି। ଦାୟିତ୍ୱ ବଢ଼ିବ।



from Odisha Reporter https://ift.tt/2Bvnj0C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages