ଆପଣଙ୍କ ପ୍ରେମିକାଙ୍କ ନାଁ ଏହି ୪ଟି ଅକ୍ଷରରୁ ଆରମ୍ଭ ହେଉଛି କି? ତେବେ ଜାଣନ୍ତୁ, ତାଙ୍କ ସ୍ୱଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ଆପଣଙ୍କ ପ୍ରେମିକାଙ୍କ ନାଁ ଏହି ୪ଟି ଅକ୍ଷରରୁ ଆରମ୍ଭ ହେଉଛି କି? ତେବେ ଜାଣନ୍ତୁ, ତାଙ୍କ ସ୍ୱଭାବ

angry.....

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରେମ ଏକ ଅନୁଭବ। ସେଥିପାଇଁ ପ୍ରେମକୁ ଅନୁଭବର ସମ୍ପର୍କ ବୋଲି କୁହାଯାଏ। ତେବେ ଆପଣ ନିଜ ପ୍ରେମିକାଙ୍କ ସ୍ୱଭାବ ଜାଣିବାକୁ ଚାହୁଁଥିଲେ, ଜ୍ୟୋତିଷ ଶାସ୍ତ୍ରରେ ଥିବା ଏହି ପରାମର୍ଶକୁ ଅନୁସରଣ କରନ୍ତୁ ।

ଜ୍ୟୋତିର୍ବିଦ୍‌ଙ୍କ କହିବା ଅନୁସାରେ, ଝିଅ ହୁଅନ୍ତୁ ବା ପୁଅ, ନିଜ ନାଁରେ ଥିବା ଅକ୍ଷରରୁ ସେମାନଙ୍କ ଚରିତ୍ର ଓ ସ୍ୱଭାବ ସମ୍ପର୍କରେ ସୂଚନା ମିଳିଥାଏ। ଏହି କ୍ରମରେ ଆସନ୍ତୁ ଜାଣିବା, ନାଁ ଆରମ୍ଭରୁ ଏହି ୪ଟି ଇଂରାଜୀ ଅକ୍ଷର ଥିବା ଝିଅଙ୍କ ସ୍ୱଭାବ ।

‘B’– ଯେଉଁ ଝିଅଙ୍କ ନାଁର ପ୍ରଥମ ଅକ୍ଷର ‘B’ ଥିବ, ସେମାନେ ଖୋଲା ହୃଦୟର। ଏମାନଙ୍କ ସ୍ୱଭାବ ହେଉଛି, ନିଜ ରାଗ ଅନ୍ୟ ଜଣଙ୍କ ଉପରେ ଶୁଝାଇବା। ନିଜ  ରାଗ ଉପରେ ଏମାନଙ୍କର ନିୟନ୍ତ୍ରଣ ନଥାଏ।

‘H’– ଯେଉଁ ଝିଅଙ୍କ ନାଁ ‘H’ରୁ ଆରମ୍ଭ ହୋଇଥାଏ, ରାଗ ସବୁବେଳେ ସେମାନଙ୍କ ନାକ ଆଗରେ ରହିଥାଏ। ଏମାନେ ଟିକିଏ ଟିକିଏ କଥାରେ ରାଗି ଯା’ନ୍ତି। ଏମାନେ ଯେତିକି ରାଗି, ସେତିକି ଭଲ ସ୍ୱଭାବର ମଧ୍ୟ ହୋଇଥା’ନ୍ତି। ଆଉ ପ୍ରେମ ମାମଲାରେ ତ ଏମାନେ କାହାଠାରୁ କୌଣସି ଗୁଣରେ ବି କମ୍‌ ନୁହନ୍ତି।

‘L’– ନାଁର ପ୍ରଥମ ଅକ୍ଷର ‘L’ ହୋଇଥିବା ଝିଅମାନେ ଖୁବ୍ ଖୋଲା ହୃଦୟର। ଏମାନଙ୍କର ନିଜ ରାଗ ଉପରେ ଆଦୌ ନିୟନ୍ତ୍ରଣ ନଥାଏ। ଏମାନେ ରାଗିଲେ, ନିଜର କ୍ଷତି କରିବାକୁ ପଛାନ୍ତି ନାହିଁ। ଏମାନେ ଯେତେ ଶୀଘ୍ର ରାଗି ଯା’ନ୍ତି, ସେତେ ଶୀଘ୍ର ମଧ୍ୟ ଶାନ୍ତି ହୋଇଯା’ନ୍ତି।

‘P’– ଯେଉଁ ଝିଅଙ୍କ ନାଁର ପ୍ରଥମ ଅକ୍ଷର ‘P’ ଥିବ, ସେମାନେ ସାଧାରଣତଃ ଅନ୍ୟର ଯତ୍ନ ଅଧିକ ନିଅନ୍ତି। ମନ ଭିତରେ କୌଣସି କଥା ଲୁଚାଇ ରଖନ୍ତି ନାହିଁ। କିନ୍ତୁ କୌଣସି ଭୁଲ୍ ଦେଖିଲେ, ଏମାନେ ଶୀଘ୍ର ରାଗି ଯା’ନ୍ତି।



from OdishaReporter https://ift.tt/2B6gPFt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages