କୋଇଲା ଆବଣ୍ଟନ୍‌ ଦୁର୍ନୀତି ମାମଲା ନବୀନ ଜିନ୍ଦଲଙ୍କୁ ସମନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, August 14, 2018

କୋଇଲା ଆବଣ୍ଟନ୍‌ ଦୁର୍ନୀତି ମାମଲା ନବୀନ ଜିନ୍ଦଲଙ୍କୁ ସମନ୍‌

ନୂଆଦିଲ୍ଲୀ:  ବହୁଚର୍ଚ୍ଚିତ କୋଇଲା ଆବଣ୍ଟନ୍‌ ଦୁର୍ନୀତି ମାମଲାରେ ଆଜି ଦିଲ୍ଲୀର ଏକ କୋର୍ଟ ଶିଳ୍ପପତି ତଥା କଂଗ୍ରେସ ନେତା ନବୀନ ଜିନ୍ଦଲଙ୍କୁ ସମନ୍‌ କରିଛନ୍ତି।

ନବୀନଙ୍କ ବ୍ୟତୀତ ଝାଡ଼ଖଣ୍ଡ କୋଇଲା ଆବଣ୍ଟନ୍‌ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଅନ୍ୟ ୧୪ ଜଣଙ୍କୁ ମଧ୍ୟ କୋର୍ଟ ହଜାର ପାଇଁ ସମନ୍‌ କରିଛନ୍ତି।

ସ୍ୱତନ୍ତ୍ର ବିଚାରପତି ଭାରତ ପରାଶର ଏହି ସମନ୍‌ ଜାରି କରିବା ସହ ଅକ୍ଟୋବର ୧୫ରେ କୋର୍ଟରେ ହାଜର ହେବାକୁ ସମସ୍ତ ଅଭିଯୁକ୍ତଙ୍କୁ କହିଛନ୍ତି।

ନବୀନ ଜିନ୍ଦଲଙ୍କ କମ୍ପାନୀ ଜେଏସ୍‌ପିଏଲ୍‌ ବେଆଇନ୍‌ ଭାବେ ଝାରଖଣ୍ଡ ସ୍ଥିତ ଅମରକୋଣ୍ଡା ମୁରଗାଡଙ୍ଗଲା କୋଇଲା ଖଣିକୁ ନିଜ ନାଁରେ କରିନେଇଥିବା ଅଭିଯୋଗ ହୋଇଛି।

 



from OdishaReporter https://ift.tt/2B7f6Qf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages