ଇନ୍‌ଫୋସିସ୍‌ରୁ ଇସ୍ତଫା ଦେଲେ ସିଏଫ୍‌ଓ ଏମ୍‌ଡି ରଙ୍ଗନାଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ଇନ୍‌ଫୋସିସ୍‌ରୁ ଇସ୍ତଫା ଦେଲେ ସିଏଫ୍‌ଓ ଏମ୍‌ଡି ରଙ୍ଗନାଥ

ମୁମ୍ବାଇ: ଇନ୍‌ଫୋସିସ୍‌ର ମୁଖ୍ୟ ଫାଇନାନ୍‌ସିଆଲ୍‌ ଅଫିସର(ସିଏଫ୍‌ଓ) ଏମ୍‌ଡି ରଙ୍ଗନାଥ ଆଜି ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ କମ୍ପାନୀର ମ୍ୟାନେଜ୍‌ମେଣ୍ଟ ଗ୍ରହଣ ମଧ୍ୟ କରିନେଇଛି।

ଦୀର୍ଘ ୧୮ ବର୍ଷ ହେଲା ଇନ୍‌ଫୋସିସ୍‌ର ବିଭିନ୍ନ ପଦପଦବୀରେ ରହିଥିବା ରଙ୍ଗନାଥଙ୍କୁ ୨୦୧୫ରେ ସିଏଫ୍‌ଓ ଭାବେ ନିଯୁକ୍ତି ମିଳିଥିଲା। କିନ୍ତୁ ସେ ହଠାତ୍‌ କାହିଁକି ଇସ୍ତଫା ଦେଲେ, ତା’ର କାରଣ ଜଣାପଡ଼ିନାହିଁ।

ରଙ୍ଗନାଥଙ୍କ ଇସ୍ତଫାପତ୍ର ଗ୍ରହଣ କରାଯାଇ ଥିଲେ ମଧ୍ୟ ସେ ନଭେମ୍ବର ୧୬ ଯାଏ ପୂର୍ବ ଭଳି କାର୍ଯ୍ୟ କରିବେ।

ରଙ୍ଗନାଥଙ୍କ ଇସ୍ତଫା ପରେ କମ୍ପାନୀ ପକ୍ଷରୁ ନୂଆ ସିଏଫ୍‌ଓ ଖୋଜା ଆରମ୍ଭ ହୋଇଥିବା ଜଣାପଡ଼ିଛି। ଇସ୍ତଫା ସମ୍ପର୍କରେ ରଙ୍ଗନାଥଙ୍କ ପ୍ରତିକ୍ରିୟା ମିଳିନାହିଁ।



from Odisha Reporter https://ift.tt/2w0S1d5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages