
ଏପ୍ ଏଣ୍ଡ୍ ଡି କମ୍ପାନୀର ପୋର୍ଟେବଲ୍ ବ୍ଲୁ ଟୁଥ୍ ସ୍ପିକର୍ W8 ଲଞ୍ଚ୍ ହୋଇଛି। ଏହି ସ୍ପିକର୍ର ଦାମ୍ ୨,୪୯୦ଟଙ୍କା ରହିଛି। ସ୍ନାପ୍ଡିଲ୍ ଏବଂ ଆମାଜନ୍ରୁ ଗ୍ରାହକ ଏହି ସ୍ପିକର୍କୁ କିଣି ପାରିବେ।
ଏହି ଅଲ୍ଟ୍ରା ପୋର୍ଟେବଲ୍ W8 ସ୍ପିକର୍ରେ ୧ ମିଟର ରେଞ୍ଜ୍ ଭିତରେ ଥିବା ମୋବାଇଲ୍ ଏବଂ ଅନ୍ୟ ବ୍ଲୁ ଟୁଥ୍ ଡିଭାଇସ୍କୁ କନେକ୍ଟ୍ କରାଯାଇପାରିବ। ଏହି ସ୍ପିକର୍ ଜରିଆରେ ଭଏସ୍ କଲ୍ ହୋଇପାରିବ ଏବଂ କଲ୍ ରିସିଭ୍ ମଧ୍ୟ କରାଯାଇପାରିବ।
ଏହି W8 ସ୍ପିକର୍ରେ ମାଇକ୍ରୋ ଏସ୍ଡି କାର୍ଡ ସପୋର୍ଟ ସିଷ୍ଟମ୍ ରହିଛି। ସ୍ପିକର୍ରେ FM ମଧ୍ୟ ଦିଆଯାଇଛି।
ଏଥିରେ ରଙ୍ଗ ବଦଳାଇପାରୁଥିବା ଏଲ୍ଇଡି ଲାଇଟ୍ ମଧ୍ୟ ଦିଆଯାଇଛି। ଏହି ସ୍ପିକରକୁ ୬ଘଣ୍ଟା ପର୍ଯ୍ୟନ୍ତ ଚଲାଯାଇପାରିବ।
from Odisha Reporter https://ift.tt/2vU3ivp
No comments:
Post a Comment