ଧୋଇଗଲା ମାଲକାନଗିରି-ଜୟପୁର ରାସ୍ତା, ଯୋଗାଯୋଗ ଠପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 20, 2018

ଧୋଇଗଲା ମାଲକାନଗିରି-ଜୟପୁର ରାସ୍ତା, ଯୋଗାଯୋଗ ଠପ୍‌

malkangiri

ମାଲକାନଗିରି(ଜିତେନ୍ଦ୍ର ବେଉରା): ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ଗମ୍ଭୀର ହୋଇପଡ଼ିଛି। ପାଙ୍ଗାମ ନଦୀରେ ବନ୍ୟା ପାଣି ଆସି ମାଲକାନଗିରି-ଜୟପୁର ରାସ୍ତା ଧୋଇଯିବାରୁ ଯୋଗାଯୋଗ ଠପ୍‌ ହୋଇଯାଇଛି।

ସାରକୁବନ୍ଧ ନଦୀ କୂଳ ଲଙ୍ଘି ରାଲେଗଡ଼ ଓ ଧୂଳିପୁଟ ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଏହି ନଦୀରେ ନିର୍ମାଣାଧୀନ ଝୁଲା ପୋଲ କାମ ଶେଷ ନ ହେବାରୁ ଯାତାୟତରେ ବାଧା ସୃଷ୍ଟି ହେଉଛି।

ସେହଭଳି ଖଇରପୁଟ କଲଭର୍ଟ ଭାସି ଯାଇଥିବାରୁ ୩ଟି ଗାଁ ସହ ଯୋଗାଯୋଗ ହୋଇପାରୁନାହିଁ।



from Odisha Reporter https://ift.tt/2LcIkwG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages