
କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ ସୁଆଁଲୋ ଦେବୀ ନଦୀ ଘାଟରୁ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣକ ହେଲେ କାଠଯୋଡ଼ି ବିହାର ଅଞ୍ଚଳର ରୁବି ବିଷୋୟୀ।
ଦେବୀନଦୀରେ ଯୁବତୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା।
କିଛି ଦିନ ତଳେ ଯୁବତୀ ଜଣଙ୍କ ନଦୀରେ ଭାସିଯାଇଥିଲେ।
from Odisha Reporter https://ift.tt/2BzxaCN
No comments:
Post a Comment