ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଚେସ୍ ରାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 17, 2018

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଚେସ୍ ରାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଇଡିରେ ହାଜର ହୋଇଛନ୍ତି। ଷ୍ଟାର କନସଲ୍ଟାନ୍ସି ସହ ପଦ୍ମିନୀଙ୍କ ସମ୍ପର୍କକୁ ନେଇ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଚରାଉଚରା କରିଥିବା ସୂଚନା ମିଳିଛି।

ପ୍ରାୟ ୧ ଘଣ୍ଟା ଧରି ଇଡି ପଦ୍ମିନୀଙ୍କୁ ଜେରା କରିଥିଲା। ଇଡି ଅଫିସ୍‌ରୁ ଫେରିବା ପରେ ପଦ୍ମିନୀ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି, ତାଙ୍କୁ ପୂର୍ବରୁ ଥରେ ନୋଟିସ୍‌ ହୋଇଥିଲା। କିନ୍ତୁ ସେ ଜାଣିପାରି ନଥିଲେ।

ଆଜି ପ୍ରାୟ ୧ ଘଣ୍ଟା ଧରି ବିଭିନ୍ନ କଥା ତାଙ୍କୁ ପଚରାଯାଇଥିଲା ବୋଲି ସେ କହିଛନ୍ତି। ଷ୍ଟାର କନ୍ସଲଟାନ୍ସି କେବଳ ମୋର ପ୍ରାୟୋଜକ ଥିଲା ବୋଲି କହିଛନ୍ତି ପଦ୍ମିନୀ।



from Odisha Reporter https://ift.tt/2PhjW00

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages