ଏସିଆନ୍‌ ଗେମ୍ସ: ସେମିଫାଇନାଲ୍‌ରେ ହାରିଲେ ସାଇନା, ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 26, 2018

ଏସିଆନ୍‌ ଗେମ୍ସ: ସେମିଫାଇନାଲ୍‌ରେ ହାରିଲେ ସାଇନା, ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ

saina

ଜାକର୍ତ୍ତା: ଏସିଆନ୍‌ ଗେମ୍ସର ମହିଳା ବ୍ୟାଡମିଣ୍ଟନ୍‌ ସିଙ୍ଗଲ୍‌ ସେମିଫାଇନାଲ୍‌ରେ ସାଇନା ନେହୱାଲ ପରାଜିତ ହୋଇଯାଇଛନ୍ତି। ଏହି ପରାଜୟ ସହ ସାଇନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଚୀନ୍‌ ତାଇପେଇର ତାଇ ଜୁ ୟିଙ୍ଗ ସାଧାସଳଖ ସେଟ୍‌ ୨୧-୧୭, ୨୧-୧୪ରେ ସାଇନାଙ୍କୁ ପରାସ୍ତ କରିଛନ୍ତି।

ସୂଚନାଯୋଗ୍ୟ ୟିଙ୍ଗ ଏବେ ବିଶ୍ୱ ବ୍ୟାଡମିଣ୍ଟନ୍‌ରେ ଏକ ନମ୍ବର ଖେଳାଳି। ଏହା ସାଇନାଙ୍କ ବିପକ୍ଷରେ ତାଙ୍କର ୧୦ମ ବିଜୟ।

ସାଇନାଙ୍କ ଏହି ପଦକ ସହ ଏସିଆନ୍‌ ଗେମ୍ସର ବ୍ୟାଡମିଣ୍ଟନ୍‌ ଏକକ ବର୍ଗରେ ଭାରତ ପ୍ରଥମ ଥର ପାଇଁ ପଦକ ଜିତିବାକୁ ସକ୍ଷମ ହୋଇଛି।



from Odisha Reporter https://ift.tt/2Paw42g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages