ସଲମାନ୍‌ଙ୍କ ‘ଲଭ୍ ଅଫ୍ ଲାଇଫ୍’, ଜାଣନ୍ତୁ କିଏ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ସଲମାନ୍‌ଙ୍କ ‘ଲଭ୍ ଅଫ୍ ଲାଇଫ୍’, ଜାଣନ୍ତୁ କିଏ ?

ମୁମ୍ବାଇ: ବଲିଉଡ୍‌ର ‘ଦବଙ୍ଗ୍‌’ ଖାନ୍‌ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାରତ୍‌’ର ସୁଟିଂରେ ଖୁବ୍ ବ୍ୟସ୍ତ । ଏହା ସହ ଟିଭି ଶୋ’ ‘ଦସ୍‌ କା ଦମ୍‌’ର ସେ ହୋଷ୍ଟିଂ ମଧ୍ୟ କରୁଛନ୍ତି। ତେବେ ଏତେ ବ୍ୟସ୍ତତାରୁ ସମୟ କାଢ଼ି ନିଜର ପ୍ରିୟ ଲୋକଙ୍କ ସହ ସଲ୍‌ମାନ୍ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି।


ନିକଟରେ ଜଣେ ମହିଳାଙ୍କ ହାତ ଧରି ସଲ୍‌ମାନ୍ ରାସ୍ତାରେ ବୁଲୁଥିବାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା।  ସେ ମହିଳାଙ୍କୁ ସଲ୍‌ମାନ୍‌ ତାଙ୍କ ‘ଲଭ୍‌ ଅଫ୍‌ ଲାଇଫ୍‌’ ବୋଲି କହିଛନ୍ତି। ତାଙ୍କ ସହ ସଲ୍‌ମାନ୍‌ ଫଟୋ ମଧ୍ୟ ସେୟାର କରିଛନ୍ତି।

କିଏ ସେହି ମହିଳା?

ଏହି ମହିଳା ଜଣଙ୍କ ଆଉ କେହି ନୁହନ୍ତି, ତାଙ୍କ ମା’ ସଲ୍‌ମା। ସଲମାନ୍‌  ଫିଲ୍ମ ‘ଭାରତ୍‌’ର ସୁଟିଂ ପାଇଁ ମଲ୍‌ତା ଯାଇଥିବା ବେଳେ ନିଜ ସାଙ୍ଗରେ ମା’ ସଲ୍‌ମାଙ୍କୁ ମଧ୍ୟ ନେଇ ଯାଇଛନ୍ତି ଏବଂ ତାଙ୍କ ସହ ସେଠାରେ ସମୟ ବିତାଉଛନ୍ତି।



from OdishaReporter https://ift.tt/2P4rrr3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages