ବିନୋଦ କୁମାରଙ୍କୁ ଜାମିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 13, 2018

ବିନୋଦ କୁମାରଙ୍କୁ ଜାମିନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଓଆର୍‌ଏଚ୍‌ଡିସି ଅର୍ଥ ଅନିୟମିତତା ମାମଲାରେ ଆଇଏଏସ୍‌ ବିନୋଦ କୁମାରଙ୍କୁ ହାଇକୋର୍ଟରୁ ଜାମିନ୍‌ ମିଳିଛି। ଅନ୍ୟତମ ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ମଧ୍ୟ ଜାମିନ୍‌ ମିଳିଛି। ଜାମିନ୍‌ ସର୍ତ୍ତ ତଳକୋର୍ଟରେ ନିର୍ଦ୍ଧାରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଭିଜିଲାନ୍ସ କୋର୍ଟର ଦଣ୍ଡକୁ ହାଇକୋର୍ଟରେ ବିନୋଦ ଚାଲେଞ୍ଜ କରିଛନ୍ତି।

ସୂଚନାଯୋଗ୍ୟ, ତିନି ଦଳ ତଳେ ବିନୋଦ କୁମାରଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ୩ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଜେଲ୍ ଦଣ୍ଡାଦେଶ ପରେ ତାଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଯାଇଥିଲା। ଶୁକ୍ରବାର ଠାରୁ ସେ ଝାରପଡ଼ା ଜେଲ୍‌ରେ ଅଛନ୍ତି।

ଆହୁରି ପଢ଼ନ୍ତୁ-ଜେଲ୍‌ ଗଲେ ଆଇଏଏସ୍‌ ଅଫିସର



from OdishaReporter https://ift.tt/2B6aGcf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages