ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ କେରଳ ଗଲା NDRF ଟିମ୍, ଦେଖନ୍ତୁ କିଛି ଦୃଶ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, August 18, 2018

ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ କେରଳ ଗଲା NDRF ଟିମ୍, ଦେଖନ୍ତୁ କିଛି ଦୃଶ୍ୟ

କେରଳରେ ଅଗଷ୍ଟ ୯ ତାରିଖରୁ ଜାରି ରହିଥିବା ଅବିଶ୍ରାନ୍ତ ବର୍ଷାରେ ୧୮୭ ଜଣଙ୍କ ଜୀବନ ଯାଇଛି। ଆଜି କେବଳ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।


ବନ୍ୟା ଯୋଗୁ ଏର୍ଣ୍ଣାକୁଲମ ଏବଂ ତ୍ରିସୁର୍ ଜିଲ୍ଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି।

ଏହା ବ୍ୟତୀତ ଆଲାପୁଜା ଓ ପଠନମଥିଟ୍ଟାରେ ସମସ୍ତ ରାଜପଥ ଜଳମଗ୍ନ ହୋଇଛି। ମୋଟାମୋଟି ଭାବେ ରାଜ୍ୟର ୧୪ଟି ଜିଲ୍ଲାରେ ବନ୍ୟା ତାଣ୍ଡବ ରଚିଛି।

ଜଳବନ୍ଦୀ ଅବସ୍ଥାରେ ଥିବା ଲୋକଙ୍କୁ କେବଳ ଆକାଶ ମାର୍ଗରେ ଉଦ୍ଧାର କରିବା ସମ୍ଭବପର ହେଉଛି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୩ ଲକ୍ଷ ଲୋକଙ୍କୁ ୨ ହଜାର ରିଲିଫ୍‌ କ୍ୟାମ୍ପରେ ରଖାଯାଇଛି।

ରାଜ୍ୟର ପାଖାପାଖି ୧୦୦ଟି ଡ୍ୟାମ୍‌ର ଜଳସ୍ତର ବୃଦ୍ଧି ପାଇଛି। ରାସ୍ତାରେ ପାଣି ଜମି ଥିବା ବେଳେ କିଛି ସ୍ଥାନରେ ଜାତୀୟ ରାଜପଥ ବର୍ଷାରେ ଧୋଇ ଯାଇଛି। ଏବେ ବି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି।

 



from Odisha Reporter https://ift.tt/2PiHxO7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages