୨୫ ସେପ୍ଟେମ୍ବର, ମଙ୍ଗଳବାର: ଜାଣନ୍ତୁ, କେଉଁମାନେ ସତର୍କ ରହିବା ଉଚିତ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

୨୫ ସେପ୍ଟେମ୍ବର, ମଙ୍ଗଳବାର: ଜାଣନ୍ତୁ, କେଉଁମାନେ ସତର୍କ ରହିବା ଉଚିତ୍‌

RasiFala

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ଚାକିରିରେ ସମସ୍ୟା ଦେଖା ଦେଇପାରେ। ହନୁମାନ ମନ୍ତ୍ର ଜପ କରନ୍ତୁ ସମସ୍ୟା ଦୂର ହୋଇଯିବ।
ବୃଷ: ଆଜି ଦିନଟି ଭଲରେ କଟିବ। ଚାକିରି କ୍ଷେତ୍ରରେ ବଡ଼ ସୁଯୋଗ ମିଳିବ। ଅଟକି ରହିଥିବା ଧନ ମିଳିବାର ଯୋଗ ରହିଛି।
ମିଥୁନ: ଆଜିର ଦିନଟି ଅତ୍ୟନ୍ତ ଲାଭଦାୟକ। ସ୍ୱାସ୍ଥ୍ୟ ଭଲ ରହିବ। ଘରେ ହସ ଖୁସିର ମାହୋଲ ରହିବ। ମନ୍ଧୁ ପରିଜନଙ୍କ ସହ ଭେଟ ହୋଇପାରେ।
କର୍କଟ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ସ୍ଥାନ ପରିବର୍ତ୍ତନ କରିପାରନ୍ତି।
ସିଂହ: ଆଜିର ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ନାନା କଥାକୁ ନେଇ ଚିନ୍ତିତ ରହି ପାରନ୍ତି। ଗୁଡ଼ ଖାଇ ଘରୁ ବାହାରନ୍ତୁ ସମସ୍ୟା ଟଳିଯିବ।
କନ୍ୟା: ଆଜି ଆପଣଙ୍କୁ ମିଶ୍ରଫଳ ମିଳିବ। ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। କ୍ୟାରିଅରରେ ସୁଧାର ଆସିବ।
ତୁଳା: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ନିଜ କର୍ତ୍ତବ୍ୟ ଠିକ୍‌ରେ ପାଳନ କରନ୍ତୁ। ଧନପ୍ରାପ୍ତିର ଯୋଗ ରହିଛି।
ବିଛା: ଆଜି ଦିନଟି ଭଲରେ କଟିବ। ଘରେ ହସଖୁସିର ପରିବେଶ ରହିବ। ଧନପ୍ରାପ୍ତିର ଯୋଗ ରହିଛି।
ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ଭଲ ନୁହେଁ। ବାଦବିବାଦରୁ ଦୂରେଇ ରୁହନ୍ତୁ। କୌଣସି ନିଷ୍ପତ୍ତି ନେବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ, ନହେଲେ ସମସ୍ୟାରେ ପଡ଼ିପାରନ୍ତି।
ମକର: ଆଜି ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। କୌଣସି କାମକୁ ନେଇ ଅବହେଳା କରନ୍ତୁ ନାହିଁ। ଧନପ୍ରାପ୍ତିର ଯୋଗ ରହିଛି।
କୁମ୍ଭ: ଆଜି ଦିନଟି ଭଲରେ କଟିବ। ପୁରୁଣା ଇଚ୍ଛା ପୂରଣ ହେବାର ଯୋଗ ରହିଛି। ଘରେ ଓ ବାହାରେ ମାନ-ସମ୍ମାନ ବୃଦ୍ଧି ପାଇବ।
ମୀନ: ଆଜିର ଦିନଟି ଭଲ। ଗୁରୁତ୍ୱପୂର୍ଣ୍ଣ କାମ ହୋଇଯିବ। ଲାଗି ରହିଥିବା ସମସ୍ୟା ଦୂର ହେବ।



from Odisha Reporter https://ift.tt/2OOESep

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages