ଝରିଗାଁ ଲ୍ୟାମ୍ପ୍ସ ଏମଡିଙ୍କ ଘରେ ଭିଜିଲାନ୍ସ ଚଢ଼ଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 27, 2018

ଝରିଗାଁ ଲ୍ୟାମ୍ପ୍ସ ଏମଡିଙ୍କ ଘରେ ଭିଜିଲାନ୍ସ ଚଢ଼ଉ

vigilace,,,

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁରର ଝରିଗାଁ ଲ୍ୟାମ୍ପ୍ସ ଏମ୍‌ଡି ମନସାଇ ପନକାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି।

ମନସାଇଙ୍କ ଭରଣ୍ଡିପଡ଼ା, ଉମରକୋଟ ଘର ସହ ଝରିଗାଁ ଅଫିସ୍‌ରେ ମଧ୍ୟ ଚଢ଼ଉ ହୋଇଛି।

ଚଢ଼ଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ କିଛି ନଗଦ ଟଙ୍କା ଜବତ କରାଯାଇଛି।



from Odisha Reporter https://ift.tt/2OXS2G8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages