ଚୁଲି ଭିତରେ ନାଗ ସାପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 25, 2018

ଚୁଲି ଭିତରେ ନାଗ ସାପ

snake

ପିପିଲି(ଓଡ଼ିଶା ରିପୋର୍ଟର): ପିପିଲିର ମଙ୍ଗଳପୁର ନିକଟସ୍ଥ ଉତରବାଡ଼ ଗାଁର କୈଳାସଚନ୍ଦ୍ର ପରିଡ଼ାଙ୍କ ଘରୁ ଏକ ତିନି ଫୁଟ୍‌ ଲମ୍ବର ନାଗ ସାପ ଉଦ୍ଧାର କରାଯାଇଛି। ସାପଟି ତାଙ୍କ ରୋଷେଇ ଘରେ ଚୁଲି ଭିତରେ ପଶି ଯାଇଥିଲା।

ଗତକାଲି ସନ୍ଧ୍ୟା ବେଳେ ରୋଷେଇ କରିବାକୁ ଯିବା ବେଳେ ପରିବାର ଲୋକେ ସାପଟିକୁ ଦେଖିଥିଲେ। ଏନେଇ ସ୍ନେକ୍ ହେଲ୍ପ ଲାଇନ୍‌କୁ ଖବର ଦିଆଯାଇଥିଲା।

ସ୍ନେକ୍‌ ହେଲ୍ପ ଲାଇନ୍‌ ସଦସ୍ୟ ସୁଶାନ୍ତ ବେହେରା ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।



from Odisha Reporter https://ift.tt/2zvi1zh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages