
ଅନୁଗୋଳ(ଓଡ଼ିଶା ରିପୋର୍ଟର): ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ବିମଲବେଡ଼ା ନିକଟରେ ଆଜି ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ୍ ଘଟଣାସ୍ଥଳରେ ଲୋକଙ୍କୁ ବୁଝାଇ ଥିଲା। ଘଟଣାର ତଦନ୍ତ ଚାଲିଛି।
ବୃଦ୍ଧା ଜଣଙ୍କ ରାସ୍ତାରେ ଚାଲି ଚାଲି ଯାଉଥିବା କୌଣସି ଗାଡ଼ି ପିଟି ଦେଇ ଚାଲି ଯାଇଥିଲା।
from Odisha Reporter https://ift.tt/2Mv8Emh
No comments:
Post a Comment