
ନୂଆଦିଲ୍ଲୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ହେଲେ ଇଚ୍ଛା ଶକ୍ତି ଆଗରେ ବୟସ ହାର୍ ମାନେ ବୋଲି ଆଜି ଜଣେ ୧୨୦ ବର୍ଷୀୟ ମହିଳା ପ୍ରମାଣ କରି ଦେଖାଇଛନ୍ତି। ଖାଲି ପ୍ରମାଣ କରିନାହାନ୍ତି, ନିଜର ଇଚ୍ଛାଶକ୍ତି ବଳରେ ସବୁ ପ୍ରତିବନ୍ଧକକୁ ମାତ୍ଦେଇ ଭାରତ ପାଇଁ ବିଶ୍ୱସ୍ତରୀୟ ଆଥ୍ଲେଟିକ୍ସ ବିଭାଗରରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।
ସ୍ପେନ୍ରେ ଚାଲିଥିବା ବିଶ୍ୱ ମାଷ୍ଟରସ୍ ଆଥଲେଟିକ୍ସ ଚାମ୍ପିୟନ୍ଶିପ୍ରେ ଚଣ୍ଡିଗଡ଼ର ୧୦୨ ବର୍ଷୀୟ ମାନ କୌର ଭାରତ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି।
୧୦୦ରୁ ୧୦୪ ବୟସ୍କଙ୍କ ବିଭାଗରେ ଅନୁଷ୍ଠିତ ୨୦୦ ମିଟର୍ ଟ୍ରାକ୍ ଇଭେଣ୍ଟ୍ରେ ଶ୍ରୀମତୀ କୌର ପ୍ରଥମ ସ୍ଥାନ ଅଧିକାର କରି ଦେଶ ପାଇଁ ଏହି ସଫଳତା ହାସଲ କରିଛନ୍ତି। କୌର ୨୦୦ ମିଟର୍ ଦୂରତା ମାତ୍ର ୩ ମିନିଟ୍ ୧୪.୬୫ ସେକେଣ୍ଡ୍ରେ ଅତିକ୍ରମ କରିଥିଲେ।
from Odisha Reporter https://ift.tt/2xbP7md
No comments:
Post a Comment