ଇସ୍ତଫା ଦେଲେ ଟ୍ୱିଟର୍‌ର ଇଣ୍ଡିଆ ମୁଖ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଇସ୍ତଫା ଦେଲେ ଟ୍ୱିଟର୍‌ର ଇଣ୍ଡିଆ ମୁଖ୍ୟ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍‌ ଟ୍ୱିଟର୍‌ ଇଣ୍ଡିଆ ମୁଖ୍ୟ ତରନ୍‌ଜୀତ ସିଂହ ନିଜ ପଦକୁ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୧୬ମାସ ହେଲା ପଦୋନ୍ନତି ପାଇ ଏହି ଦାୟିତ୍ୱ ସମ୍ପାଦନ କରୁଥିଲେ। କିନ୍ତୁ ଅପ୍ରତ୍ୟାଶିତ ଭାବେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। 
ଶ୍ରୀ ସିଂହ ଦୀର୍ଘ ୪ ବର୍ଷ ହେଲା ଟ୍ୱିଟର୍‌ର ବିଭିନ୍ନ ପଦ ପଦବୀରେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ବିବିସି, ଆଉଟ୍‌ଲୁକ୍‌ ମ୍ୟାଗାଜିନ ଓ ପାଏନିଓର୍‌ ଖବରକାଗଜ ଭଳି ସଂସ୍ଥା ପାଇଁ କାମ କରୁଥିଲେ।
ଶ୍ରୀ ସିଂହଙ୍କ ସ୍ଥାନରେ ଟ୍ୱିଟର୍‌ର ରେଭେନ୍ୟୁ ଷ୍ଟ୍ରାଟେଜି ଓ ଓ ଅପରେସନ୍‌ର ଗ୍ଲୋବାଲ ମୁଖ୍ୟ ବାଲାଜୀ କ୍ରିଶ ମଧ୍ୟବର୍ତ୍ତୀକାଳୀନ ଭାରତୀୟ ଟ୍ୱିଟର୍‌ ମୁଖ୍ୟ ଭାବେ ଦାୟିତ୍ୱ ସମ୍ପାଦନ କରିବେ।


from Odisha Reporter https://ift.tt/2wKWtN5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages