ବର୍ଦ୍ଧନ ଓ ଶିବନାଥଙ୍କୁ ସ୍ୱର୍ଣ୍ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ବର୍ଦ୍ଧନ ଓ ଶିବନାଥଙ୍କୁ ସ୍ୱର୍ଣ୍ଣ

pranab

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ପୁରୁଷ ବ୍ରିଜ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ଦେଶ ପାଇଁ ଏହି ଗୌରବ ଆଣିଛନ୍ତି।

ତା’ପୂର୍ବରୁ ଆଜି ଭାରତକୁ ବକ୍ସିଂରେ ଏକ ସ୍ୱର୍ଣ୍ଣ ପଦକ ମିଳିଥିଲା। ପୁରୁଷ ୪୯ କେଜି ବର୍ଗରେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଅମିତ୍ ପଙ୍ଘଲ।

ଅମିତ ଉଜ୍‌ବେକିସ୍ତାନର ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚି ଯାଇଥିବା ବେଳେ ମୋଟ ପଦକ ସଂଖ୍ୟା ୬୭ରେ ପହଞ୍ଚିଛି।

ଏହା ପୂର୍ବରୁ ଭାରତ ୧୯୫୧ ଦିଲ୍ଲୀରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ୧୫ଟି ସ୍ୱର୍ଣ୍ଣ ପଦକ ଜିତି ଥିଲା।



from Odisha Reporter https://ift.tt/2wAO7qx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages